ପଟିଆ ଜେଜିଏମ ଗୁଳିକାଣ୍ଡ ଘଟଣା: ସୁବାସଙ୍କୁ ୨ଦିନ ରିମାଣ୍ଡରେ ନେବାକୁ ପୋଲିସର ଆବେଦନ

ଭୁବନେଶ୍ୱର: ପଟିଆ ଶ୍ରୀବିହାର ଜେଜିଏମ ଗୁଳିକାଣ୍ଡ ଘଟଣାରେ ଗିରଫ ଏଆରଏସଏସ ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ କୋର୍ଟରେ ଆବେଦନ କରିଛି । ଗୁଳିକାଣ୍ଡରେ ଦୁର୍ବୃତ୍ତମାନଙ୍କୁ ଭଡାରେ ଅଣାଯାଇ ନିୟୋଜିତ କରାଯାଇଥାଇ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଏଆରଏସଏସରେ କେତେଜଣ କର୍ମଚାରୀ କାମ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଉଛି । ଘଟଣା ପଛରେ ଟଙ୍କା କାରବାର ହୋଇଛି କି ନାହିଁ ତାହାର ତଦନ୍ତ କରାଯାଉଛି । […]

firing

firing

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 01:40 PM IST

Sports

Latest News

ଭୁବନେଶ୍ୱର: ପଟିଆ ଶ୍ରୀବିହାର ଜେଜିଏମ ଗୁଳିକାଣ୍ଡ ଘଟଣାରେ ଗିରଫ ଏଆରଏସଏସ ଅଧ୍ୟକ୍ଷ ସୁବାସ ଅଗ୍ରୱାଲଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ କୋର୍ଟରେ ଆବେଦନ କରିଛି । ଗୁଳିକାଣ୍ଡରେ ଦୁର୍ବୃତ୍ତମାନଙ୍କୁ ଭଡାରେ ଅଣାଯାଇ ନିୟୋଜିତ କରାଯାଇଥାଇ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଏଆରଏସଏସରେ କେତେଜଣ କର୍ମଚାରୀ କାମ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଉଛି । ଘଟଣା ପଛରେ ଟଙ୍କା କାରବାର ହୋଇଛି କି ନାହିଁ ତାହାର ତଦନ୍ତ କରାଯାଉଛି । ସୁବସ ରିମାଣ୍ଡରେ ଆସିଲେ ହତ୍ୟା ଘଟଣା ଉପରୁ ପରଦା ହଟିବ ବୋଲି କମିଶନରେଟ ପାଲିସ କହିଛି । ଏହାସହ ପୋଲିସ ପକ୍ଷରୁ ଫେରାର ଅଭିଯୁକ୍ତମାନଙ୍କ ସ୍କେଚ ଜାରି କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos