- Videos
- Odisha
- ଜୀବନ ହାରିଲେ ଏକ୍ସପାରୀ ମେଡିସିନ୍ ଖାଇଥିବା ଯକ୍ଷ୍ମା ଆକ୍ରାନ୍ତ ଯୁବତୀ
ଜୀବନ ହାରିଲେ ଏକ୍ସପାରୀ ମେଡିସିନ୍ ଖାଇଥିବା ଯକ୍ଷ୍ମା ଆକ୍ରାନ୍ତ ଯୁବତୀ
- Published: Sunday, 31 December 2017
- , Updated: 31 December 2017, 05:26 PM IST

କଟକ (ଓଡ଼ିଶା ରିପୋର୍ଟର): ଏକ୍ସପାଇରୀ ମେଡିସିନ୍ ଖାଇ ଚିକିତ୍ସିତ ହେଉଥିବା ଯକ୍ଷ୍ମା ଆକ୍ରାନ୍ତ ଯୁବତୀ ମୃତ ଘଟିଛି। ଆଜି ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଗତକାଲି ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ଯକ୍ଷ୍ମା ୱାର୍ଡର ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ରାଜାବଗିଚା ଅଞ୍ଚଳର ରାଜେନ୍ଦ୍ର ନାୟକଙ୍କ ଝିଅ ଗୁଡି। ଗତ ଦୁଇବର୍ଷ ହେବ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ସେ ସିଟି ହସ୍ପିଟାଲ୍‌ରୁ ମେଡିସିନ ନେଇ ଖାଉଥିଲେ। ହେଲେ ବିଡ଼ମ୍ବନାର ବିଷୟ ୩ ମାସ ହେବ ତାଙ୍କୁ ହସ୍ପଟାଲ ପକ୍ଷରୁ ଏକ୍ସପାରୀ ମେଡିସିନ୍ ଖାଇବାକୁ ଦିଆଯାଉଥିଲା।

ଅଧିକ ପଢ଼ନ୍ତୁ:

ଭୁଡ଼ି ଖାଇଥିବା ଔଷଧରେ ଏକ୍ସପାଇରୀ ଡେଟ୍ ସେପ୍ଟେମ୍ବେର ୨୦୧୭ ଲେଖା ଯାଇଛି। ହେଲେ ନିରକ୍ଷରତା ଏବଂ ଅଜ୍ଞତା କାରଣରୁ ଗତ ୩ ତିନି ମାସ ଧରି ସେ ଏହି ମେଡିସନ୍ ଖାଉଥିଲେ।

https://www.youtube.com/watch?v=rasm9RZQTYo