ପୁଣି ଛିଡ଼ିଲା ପତିତପାବନ ବାନା

Ordigital Desk
  • Published: Wednesday, 27 September 2017
  • , Updated: 27 September 2017, 02:51 AM IST
<p>ପୁରୀ:&nbsp; ପୁଣି ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ଉଡ଼ିଗଲା। ରାତିରେ ଘଡ଼ଘଡ଼ି ପବନ ଯୋଗୁଁ ୧୪ ହାତିଆ ବାନା ଛିଣ୍ଡି ପଡ଼ିଛି।&nbsp; ଅନ୍ୟ ବାନା ଥିବାରୁ ନୀତିରେ କୌଣସି ପ୍ରଭାବ ପଡ଼ିବନି। କିଛିଦିନ ତଳେ ମଧ୍ୟ ପତିତପାବନ ବାନା ଛିଣ୍ଡି ପଡ଼ିଥିଲା।</p> <p>&amp;nbsp;</p>

Related story