ଜୋସ୍‌ରେ ବିଜୟ, ଅସନ୍ତୁଷ୍ଟଙ୍କୁ ନେଇ ଟେନ୍‌ସନ୍‌ରେ ନବୀନ

କେନ୍ଦ୍ରାପଡ଼ା /ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜମିଲାଣି ପାଟକୁରା ପଲିଟିକ୍ସ । ଭୋଟ୍ ତାରିଖ ପାଖେଇ ଆସୁଥିବାବେଳେ ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ଓ ନେତା ଜୋରଦାର କରୁଛନ୍ତି ପ୍ରଚାର। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଡୋର ଟୁ ଡୋର କ୍ୟାମ୍ପେନିଂରେ ଭୋଟରଙ୍କ ପାଖକୁ ଯାଇ ପରିବର୍ତ୍ତନ ପାଇଁ ନିବେଦନ କରୁଥିବାବେଳେ ପାଟକୁରାରେ ଡେରା ପକାଇଥିବା ବିଜେଡି ନେତା ପଞ୍ଚାୟତ ସ୍ତରରେ କର୍ମୀ ସମ୍ମିଳନୀ କରି ମନ୍ତ୍ରଣା କରୁଛନ୍ତି। ଏଣେ ଆଜି ନବୀନ ନିବାସରେ ସ୍ଥାନୀୟ ଅସନ୍ତୁଷ୍ଟ କର୍ମୀ ଓ […]

42

42

Tapas Behera
  • Published: Monday, 08 July 2019
  • Updated: 08 July 2019, 10:04 PM IST

Sports

Latest News

କେନ୍ଦ୍ରାପଡ଼ା /ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜମିଲାଣି ପାଟକୁରା ପଲିଟିକ୍ସ । ଭୋଟ୍ ତାରିଖ ପାଖେଇ ଆସୁଥିବାବେଳେ ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ଓ ନେତା ଜୋରଦାର କରୁଛନ୍ତି ପ୍ରଚାର। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଡୋର ଟୁ ଡୋର କ୍ୟାମ୍ପେନିଂରେ ଭୋଟରଙ୍କ ପାଖକୁ ଯାଇ ପରିବର୍ତ୍ତନ ପାଇଁ ନିବେଦନ କରୁଥିବାବେଳେ ପାଟକୁରାରେ ଡେରା ପକାଇଥିବା ବିଜେଡି ନେତା ପଞ୍ଚାୟତ ସ୍ତରରେ କର୍ମୀ ସମ୍ମିଳନୀ କରି ମନ୍ତ୍ରଣା କରୁଛନ୍ତି। ଏଣେ ଆଜି ନବୀନ ନିବାସରେ ସ୍ଥାନୀୟ ଅସନ୍ତୁଷ୍ଟ କର୍ମୀ ଓ ନେତାଙ୍କୁ ମନାଇବା ସହ ନିର୍ବାଚନ ପାଇଁ ତିଆରି ହୋଇଛି ରଣନୀତି।

ଜୁଲାଇ ୨୦ରେ ଭୋଟ୍ । ହାତରେ ସମୟ କମ୍ । ତେଣୁ ସଭା ସମିତି ସାଙ୍ଗକୁ ଡୋର ଟୁ ଡୋର କ୍ୟାଂପେନିଂକୁ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି ନେତା ଓ କର୍ମୀ। ପାଟକୁରା ବିଧାନସଭା ଆସନରେ ପୁଣି ଥରେ ଭାଗ୍ୟ ପରୀକ୍ଷା କରୁଥିବା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ସିଧା ଭୋଟରଙ୍କୁ ଭେଟି ଏଥର ପରିବର୍ତ୍ତନ ପାଇଁ ନିବେଦନ କରୁଛନ୍ତି । ଅଢଙ୍ଗା, ମଲ୍ଲିକେଶରପୁର, ସଲାର ଓ ଖମଳ ଆଦି ଗାଁରେ ସେ ଭୋଟ୍ ଭିକ୍ଷା କରିଥିବାବେଳେ ଏଥର ଧର୍ମ ଜୟ ହେବ ବୋଲି କହିଛନ୍ତି । ସେପଟେ ବିଜେଡି ବି ଜୋରଦାର କରିଛି ପ୍ରଚାର ଅଭିଯାନ।

ପାଟକୁରାରେ ଡେରା ପକାଇଥିବା ଶାସକ ଦଳର ବହୁ ମନ୍ତ୍ରୀ ଓ ନେତା କର୍ମୀ ସମ୍ମିଳନୀରେ ଲାଗିଛନ୍ତି। କୋଶିଆପାଳର  ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ପଞ୍ଚାୟତସ୍ତରର କର୍ମୀଙ୍କୁ ସାକ୍ଷାତ କରି ନବୀନ ସରକାରର ବିକାଶମୂଳକ କାଅର୍ଯ୍ୟକ୍ରମକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ ଗୁରୁତ୍ୱ ଦେଇଛନ୍ତି । ତେଣେ କଂଗ୍ରେସ କହିଛି ଖୁବ୍‌ଶୀଘ୍ର ତାଙ୍କ ଦଳର ନେତା ବି ପ୍ରଚାର ମଇଦାନକୁ ଓହ୍ଲାଇବେ।

ସେପଟେ ପାଟକୁରା ନିର୍ବାଚନକୁ ନେଇ ନବୀନ ନିବାସରେ ତିଆରି ଚାଲିଛି ଗେମ୍ ପ୍ଲାନ୍। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେଡିରେ ଥିବା ବିବାଦ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ବୈଠକରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ୱାଲଙ୍କ ସହ ଦଳ ପକ୍ଷରୁ ମାର୍ଶାଘାଇ ଓ ଗରଦପୁର ବ୍ଲକ ଦାୟିତ୍ୱରେ ଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ବହୁ ସ୍ଥାନୀୟ ନେତା ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଦଳରେ କୌଣସି ଅସନ୍ତୋଷ ନାହିଁ ବୋଲି ସଞ୍ଜୟ ଅଗ୍ରଓ୍ୱାଲ୍ କହିଥିବାବେଳେ ନିର୍ବାଚନ ପ୍ରଚାରବେଳେ ବିଜୟ କହିଥିଲେ, ପାଟକୁରା ବିଜେଡିରେ ୯୦ ଭାଗ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କ ମନରେ ବିଜୟ ମହାପାତ୍ରଙ୍କୁ ସମର୍ଥନ ଦେବାର ଇଚ୍ଛା ଥିବାବେଳେ ଉପରୁ ଅନ୍ୟ କାହା ପାଇଁ ନିର୍ଦ୍ଦେଶ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story