ପାଟଣାଗଡ଼ ଗଣହତ୍ୟା ପର୍ଦ୍ଦାଫାସ୍‌, ପ୍ରତିଶୋଧ ପାଇଁ ପୂରା ପରିବାର ସଫା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗଣହତ୍ୟା କ୍ରାଇମପ୍ଲଟର ଛାତିଥରା କାହାଣୀ ବର୍ଣ୍ଣନା କଲେ ବଲାଙ୍ଗିର ଏସ୍‌ପି ସନ୍ଦୀପ ସଂପଦ। ୩ଟି ପରିବାର ଏକାଠି ହୋଇ ଗଣହତ୍ୟା ଭିଆଇଥିବା କହିଲେ ଏସ୍‌ପି। ସେ କହିଛନ୍ତି-“ଗଣ୍ଡ, ଜାନି ଓ ମାଝି ପରିବାର ସହ ବୁଲୁ ଜାନିଙ୍କ ଶତ୍ରୁତା ଥିଲା। ଗତ ୧୦ ବର୍ଷ ହେଲା ୩ ପରିବାରକୁ ବୁଲୁ ଜାନି ହଇରାଣ କରୁଥିଲେ। ନିର୍ଯାତନା ବଢ଼ିବାରୁ ବୁଲୁଙ୍କ ପୂରା ପରିବାରକୁ ନିପାତ କରିବାକୁ ଯୋଜନା ହୋଇଥିଲା। […]

patnagarh

patnagarh

Manoranjan Sial
  • Published: Wednesday, 18 November 2020
  • Updated: 18 November 2020, 05:48 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗଣହତ୍ୟା କ୍ରାଇମପ୍ଲଟର ଛାତିଥରା କାହାଣୀ ବର୍ଣ୍ଣନା କଲେ ବଲାଙ୍ଗିର ଏସ୍‌ପି ସନ୍ଦୀପ ସଂପଦ। ୩ଟି ପରିବାର ଏକାଠି ହୋଇ ଗଣହତ୍ୟା ଭିଆଇଥିବା କହିଲେ ଏସ୍‌ପି।

ସେ କହିଛନ୍ତି-“ଗଣ୍ଡ, ଜାନି ଓ ମାଝି ପରିବାର ସହ ବୁଲୁ ଜାନିଙ୍କ ଶତ୍ରୁତା ଥିଲା। ଗତ ୧୦ ବର୍ଷ ହେଲା ୩ ପରିବାରକୁ ବୁଲୁ ଜାନି ହଇରାଣ କରୁଥିଲେ। ନିର୍ଯାତନା ବଢ଼ିବାରୁ ବୁଲୁଙ୍କ ପୂରା ପରିବାରକୁ ନିପାତ କରିବାକୁ ଯୋଜନା ହୋଇଥିଲା। ଘଟଣା ଦିନ ରାତିରେ ୬ ଜଣ ମାରଣାସ୍ତ୍ର ଧରି ଆସିଥିଲେ। ରାତିରେ ବୁଲୁ ପରିସ୍ରା ପାଇଁ ଉଠିଥିବା ବେଳେ ତାଙ୍କୁ ଗୁଳି କରିଥିଲେ ଅଭିଯୁକ୍ତ। ମାତ୍ର ଗୁଳି ତାଙ୍କ ଦେହରେ ବାଜି ନଥିଲା। ବୁଲୁ ଘର ଭିତରକୁ ଦୌଡ଼ି ପଳାଇ ଯାଇଥିଲେ। ପରେ ସମସ୍ତ ଅଭିଯୁକ୍ତ ଘର ଭିତରେ ପଶି ଆଖିବୁଜା ହାଣିଥିଲେ। ପିଲା ବଡ଼ ହେଲେ ପ୍ରତିଶୋଧ ନେବା ଆଶଙ୍କାରେ ସମସ୍ତଙ୍କୁ ମାରିଥିଲେ।”

ଏହି ଘଟଣାରେ ପୁଲିସ ବାବୁଲା ଜାନୀ, ଛାୟା ଗଣ୍ଡ, ବୈଦେବ ଗଣ୍ଡ, ମନିସ ଗଣ୍ଡ, ଭୋଲା ଜାନି, ଶିବା ଜାନି, ଦିପେଲ୍‌ କଇରିଙ୍କୁ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଏସ୍‌ପି କହିଛନ୍ତି।

ଗତ ୧୧ ତାରିଖର ପାଟଣାଗଡ ସଅଁରାପଡାରେ ଘଟିଥିଲା ଏହି ଗଣହତ୍ୟାକାଣ୍ଡ। ଅଭିଯୁକ୍ତମାନେ ମହୁ ବେପାରୀ ୫୦ ବର୍ଷୀୟ ବୁଲୁ ଜାନୀ, ୩୮ ବର୍ଷୀୟା ପତ୍ନୀ ଜ୍ୟୋତି, ୧୨ ବର୍ଷୀୟା ଝିଅ ସରିତା, ୩ ବର୍ଷର ଝିଅ ଶ୍ରୀୟା, ୫ ବର୍ଷୀୟ ପୁଅ ଭୀଷ୍ମ ଓ ୨ ବର୍ଷୀୟ ପୁଅ ସଂଜୀବଙ୍କୁ ହତ୍ୟା କରି କମ୍ୱଳ ଢ଼େଙ୍କି ଦେଇଥିଲେ। ସକାଳେ ପରିବାର ଲୋକେ କବାଟ ନଖୋଲିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ଅଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ପୁଲିସ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ଖଣ୍ଡା, ରଡ୍‌, ଗଇଁତି, ଫାର୍ସା, ୨ଟି ଲୁନା, ୧ ବାଇକ, ୬ଟି ମୋବାଇଲ, ପେଟ୍ରୋଲ ବୋତଲ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story