ପବନହଂସ ହେଲିକପ୍ଟର ଦ୍ୱାରା ବିଏସ୍‌ଏଫ୍ କ୍ୟାମ୍ପରେ ପହଞ୍ଚିଲା ରାସନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନାଞ୍ଚଳରେ ଥିବା କୁନ୍ତୁରପଦର ସ୍ଥିତ ବିଏସ୍‌ଏଫ୍ କ୍ୟାମ୍ପରେ ପବନହଂସ ହେଲିକପ୍ଟର ଦ୍ୱାରା ରାସନ ପହଞ୍ଚିଛି। ବର୍ତ୍ତମାନ ପାଇଁ କିଛି ଦିନ ଧରି ପବନହଂସ ହେଲିକପ୍ଟର ମାଲକାନଗିରିରେ ରହିବ। ଆବଶ୍ୟକ ପଡ଼ିଲେ ମାଓ ଅପରେସନରେ ଲଗାଯିବ ବୋଲି ମାଲକାନଗିରି ଏସ୍‌ପି କହିଛନ୍ତି। ସପ୍ତାହକ ତଳେ ଜଳପଥରେ ଯବାନଙ୍କ ପାଇଁ  ଯାଉଥିବା ରାସନ ସାମଗ୍ରୀକୁ ମାଓବାଦୀ ଲୁଟି ନେଇଥିଲେ। ଏଥିପାଇଁ ହେଲିକପ୍ଟରରେ ରାସନ ସାମଗ୍ରୀ ବ୍ୟବସ୍ଥା କରାଯାଇଥିଲା।    

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 10:12 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନାଞ୍ଚଳରେ ଥିବା କୁନ୍ତୁରପଦର ସ୍ଥିତ ବିଏସ୍‌ଏଫ୍ କ୍ୟାମ୍ପରେ ପବନହଂସ ହେଲିକପ୍ଟର ଦ୍ୱାରା ରାସନ ପହଞ୍ଚିଛି। ବର୍ତ୍ତମାନ ପାଇଁ କିଛି ଦିନ ଧରି ପବନହଂସ ହେଲିକପ୍ଟର ମାଲକାନଗିରିରେ ରହିବ। ଆବଶ୍ୟକ ପଡ଼ିଲେ ମାଓ ଅପରେସନରେ ଲଗାଯିବ ବୋଲି ମାଲକାନଗିରି ଏସ୍‌ପି କହିଛନ୍ତି।

ସପ୍ତାହକ ତଳେ ଜଳପଥରେ ଯବାନଙ୍କ ପାଇଁ  ଯାଉଥିବା ରାସନ ସାମଗ୍ରୀକୁ ମାଓବାଦୀ ଲୁଟି ନେଇଥିଲେ। ଏଥିପାଇଁ ହେଲିକପ୍ଟରରେ ରାସନ ସାମଗ୍ରୀ ବ୍ୟବସ୍ଥା କରାଯାଇଥିଲା।

 

 

Related story