ସବୁ ଗୋଷ୍ଠୀର ନେତାଙ୍କୁ ଭେଟିବେ ପିସିସି ପ୍ରଭାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ ପୁଣିଥରେ ବଳ ଗୋଟାଇବାକୁ ରଣନୀତି ପ୍ରସ୍ତୁତ କରିଛି। ସାଂସଦ ଏ.ଚେଲ୍ଲାକୁମାର ଓଡ଼ିଶା ପିସିସି ପ୍ରଭାରୀ ହେବାପରେ ଆସନ୍ତାକାଲି ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ୬ଦିନର ରହଣୀ ମଧ୍ୟରେ ସେ ଦଳର ସବୁଗୋଷ୍ଠୀର ନେତାଙ୍କୁ ଏକାନ୍ତରେ ଭେଟିବା ସହ ଉପନିର୍ବାଚନ ହେବାକୁ ଥିବା ୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ଡଃ ଚେଲ୍ଲାକୁମାର ଆସନ୍ତାକାଲି ଅପରାହ୍ନ […]

uiop

uiop

Tapas Behera
  • Published: Monday, 05 October 2020
  • Updated: 05 October 2020, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ ପୁଣିଥରେ ବଳ ଗୋଟାଇବାକୁ ରଣନୀତି ପ୍ରସ୍ତୁତ କରିଛି। ସାଂସଦ ଏ.ଚେଲ୍ଲାକୁମାର ଓଡ଼ିଶା ପିସିସି ପ୍ରଭାରୀ ହେବାପରେ ଆସନ୍ତାକାଲି ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ୬ଦିନର ରହଣୀ ମଧ୍ୟରେ ସେ ଦଳର ସବୁଗୋଷ୍ଠୀର ନେତାଙ୍କୁ ଏକାନ୍ତରେ ଭେଟିବା ସହ ଉପନିର୍ବାଚନ ହେବାକୁ ଥିବା ୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।

ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ଡଃ ଚେଲ୍ଲାକୁମାର ଆସନ୍ତାକାଲି ଅପରାହ୍ନ ୫ଟାରେ ଭୁବନେଶ୍ୱରରେ ପହଂଚିବା ପରେ ସିଧାସଳଖ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇ ଯିବେ । ସେଠାରୁ ଫେରି ଭୁବନେଶ୍ୱରରେ ରାତ୍ରିଯାପନ କରିବେ। ତା’ପରଦିନ ତାଙ୍କୁ କଂଗ୍ରେସ ଭବନରେ ସକାଳେ ପିସିସି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ ଓ ସେ ବୁଧବାର ୩ଟାରୁ ୬ଟା ପର୍ଯ୍ୟନ୍ତ ଦଳର ବିଭିନ୍ନ ବର୍ଗର ନେତାଙ୍କୁ ଭେଟି ସଂଗଠନ ସମ୍ପର୍କରେ ବିଚାରବିମର୍ଶ କରିବେ। ବୁଧବାର ସନ୍ଧ୍ୟା ସାଢ଼େ ୬ଟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ସାମିଲ ହେବେ।

ଗୁରୁବାର ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ବାକି ଥିବା ନେତାମାନଙ୍କୁ ଭେଟି ଉପନିର୍ବାଚନ ହେବାକୁ ଥିବା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ି ବ୍ଲକ ଗସ୍ତ କରି କର୍ମୀ ସମ୍ମିଳନୀରେ ଯୋଗଦେବେ। ତା’ପରେ ଭୁବନେଶ୍ୱର ଫେରି ଅପରାହ୍ନ ସାଢ଼େ ୪ଟାରୁ ୮ପର୍ଯ୍ୟନ୍ତ ଦଳର ବାକିଥିବା ନେତାମାନଙ୍କୁ ଏକାକୀ ଭେଟିବେ। ଏହାସହିତ ୬ଦିନର ରହଣୀ ମଧ୍ୟରେ ଦଳର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ, ବାଲେଶ୍ୱର ଗସ୍ତ କରି ସଦର ନିର୍ବାଚନମଣ୍ଡଳୀ ପାଇଁ କର୍ମୀଙ୍କ ସହ ଆଲୋଚନା କରି ସେ ୧୧ତାରିଖ ସକାଳେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story