ପୁରୀ ରଥଯାତ୍ରା: ତ୍ୱରିତ୍ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ୨୩ତାରିଖରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା କିଭଳି ହେବ ସେ ନେଇ ତ୍ୱରିତ୍ ନିଷ୍ପତ୍ତି ନେବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହ ଆର୍ଥିକ ଦୁର୍ଗତି ମଧ୍ୟରେ ରହିଥିବା ଅନ୍ୟ ସମସ୍ତ ଧର୍ମାବଲମ୍ବୀର ଧର୍ମପୀଠର ସେବାୟତ […]

niranjan-2-750x430

niranjan-2-750x430

Manoranjan Sial
  • Published: Tuesday, 21 April 2020
  • Updated: 22 April 2020, 07:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ୍ ୨୩ତାରିଖରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା କିଭଳି ହେବ ସେ ନେଇ ତ୍ୱରିତ୍ ନିଷ୍ପତ୍ତି ନେବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହ ଆର୍ଥିକ ଦୁର୍ଗତି ମଧ୍ୟରେ ରହିଥିବା ଅନ୍ୟ ସମସ୍ତ ଧର୍ମାବଲମ୍ବୀର ଧର୍ମପୀଠର ସେବାୟତ ଓ ପୂଜକମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱ କେତେଦିନ ପର୍ଯ୍ୟନ୍ତ ଆବଶ୍ୟକ ତାହା ଏବେଠୁ ଆକଳନ କରିବା ସମ୍ଭବପର ନୁହେଁ।

କରୋନା ଭୂତାଣୁ ସଂକ୍ରମଣ ଯେପରି ଏକ ଉଦବେଗଜନକ ପ୍ରସଙ୍ଗ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟ ସେହିପରି ଏକ ସ୍ପର୍ଶକାତର ପ୍ରସଙ୍ଗ। ତେଣୁ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବାବେଳେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କାକୁ ଆଖିରେ ରଖି ସୁଚିନ୍ତିତ ପଦକ୍ଷେପ ନେବାକୁ ପଡ଼ିବ। ଏଥିପାଇଁ ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ଓ ଓନିଶାର ନାଗରିକ ସମାଜର ମତାମତ ନେବା ଅଧିକ ସମୟୋଚିତ ହେବ। ରଥଯାତ୍ରା ପାଇଁ ପୁରୀ ରଥଖଳାରେ ରଥକାଠ ପହଂଚି ଗଲାଣି। ଏପ୍ରିଲ ୨୬ତାରିଖ ଅକ୍ଷୟତୃତୀୟାଠୁ ରଥ ନିର୍ମାଣ ଆରମ୍ଭ ହୋଇଯିବ। ହାତରେ ଆଉ ଅଧିକ ସମୟ ନାହିଁ। ରଥଯାତ୍ରା ବେଳେ ସାମାଜିକ ଦୂରତ୍ୱ କଟକଣା କୋହଳ ହୋଇଥିବାର ସମ୍ଭାବନା ମଧ୍ୟ କ୍ଷୀଣ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଯଥାଶୀଘ୍ର ବିଚାରବିମର୍ଶ କରି ରଥଯାତ୍ରା ସମ୍ପର୍କରେ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବା ଆବଶ୍ୟକ।

ଶ୍ରୀ ପଟ୍ଟନାୟକ ନିଜକୁ ଜଣେ ଶ୍ରୀଜଗନ୍ନାଥପ୍ରେମୀ ବୋଲି ଦର୍ଶାଇ କହିଛନ୍ତି ଯେ ଚଳିତବର୍ଷ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସମଗ୍ର ମାନବଜାତିକୁ ଏବେ କରୋନା ଭୂତାଣୁ ପିର ମହାବିପତ୍ତି ପଡ଼ିଛି। ଏପରି ପରିସ୍ଥିତି ଇତିହାସରେ ବିରଳ । ତେଣୁ ଏହି ପରିସ୍ଥିତିରେ ରଥଯାତ୍ରା କିପରି ହେବ, ତା’ର ରୂପରେଖ କ’ଣ ହେବ ଓ କି ପଦକ୍ଷେପ ଗ୍ରହଣ କଲେ ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ହୋଇପାରିବ ତାହା ଏବେଠୁ ନିର୍ଦ୍ଧାରିତ ହେବା ଆବଶ୍ୟକ। ରଥଯାତ୍ରା କେବଳ ପୁରୀରେ ହୁଏନାହିଁ। ଏହି ରଥଯାତ୍ରାକୁ ସମ୍ମାନ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ତେଣୁ ଶ୍ରୀମନ୍ଦିରର ରଥଯାତ୍ରା ସମ୍ପର୍କରେ ନିର୍ଦ୍ଧିଷ୍ଟ ନିଷ୍ପତ୍ତି ହେବାପରେ ତାକୁ ସମଗ୍ର ରାଜ୍ୟରେ ଅନୁପାଳନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇପାରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏପ୍ରିଲ ୨୬ତାରିଖରୁ ରଥଯାତ୍ରାର ପ୍ରଥମ ପର୍ବ ଆରମ୍ଭ ହେଉଥିବାରୁ ଅଧିକ ବିଳମ୍ବ ନକରି ସରକାର ଏ ଦିଗରେ ତୁରନ୍ତ ଯଥାର୍ଥ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆଜି ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

ଲକଡାଉନ୍ ଯୋଗୁ ରାଜ୍ୟର ଲକ୍ଷାଧିକ ଚାଷୀ, ଶ୍ରମଜୀବୀ,ଉଠାଦୋକାନୀ ପ୍ରଚୁର କ୍ଷତି ସହୁଥିବାବେଳେ ଓଡ଼ିଶା ବାହାରେ ରହୁଥିବା ଶ୍ରମିକମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ସେମାନଙ୍କର ଜୀବିକା ବନ୍ଦ ହୋଇଯାଇଥିବାରୁ ଜୀବନ ଦୁର୍ବିସହ ହୋଇପଡ଼ିଲାଣି। ତଥାପି କରୋନା ସଂକ୍ରମଣ ଆଶଙ୍କାରେ ସେମାନେ ସମସ୍ତେ କଟକଣାକୁ ମାନି ଚଳୁଛନ୍ତି। ଇତିମଧ୍ୟରେ ସରକାରଙ୍କ ଦ୍ୱାରା ଶ୍ରମଜୀବୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହାକି ସେମାନଙ୍କୁ କିଛି ପରିମାଣରେ ଆଶ୍ୱସ୍ତି କରିପାରେ। କିନ୍ତୁ ଏହା ଯଥେଷ୍ଟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story