ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ୨୪ ଘଣ୍ଟାରେ ଦି’ଟା କଥା : କାଲି ସଂଧ୍ୟାରାଣୀ ଦେଇଥିବା ମନ୍ତବ୍ୟକୁ କାଉଣ୍ଟର କଲେ ଶରତ

<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପରିବର୍ତ୍ତନ ସଂପର୍କରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ।&nbsp; ଏଭଳି ମନ୍ତବ୍ୟ ଦେବାକୁ ତାଙ୍କୁ କିଏ କ୍ଷମତା ଦେଲା ବୋଲି ଶରତ ପ୍ରଶ୍ନ କରିଛନ୍ତି। &nbsp;ସଭାପତି କିଏ ରହିବେ, କେତେ ଦିନ ରହିବେ ସେ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କର।&nbsp; ଏଥିରେ ଆଉ କାହାର କିଛି କହିବାର ନାହିଁ । ଏଅଇସିସିର ନିଷ୍ପତ୍ତି କେବଳ ସଂଧ୍ୟାଙ୍କ ପାଖକୁ କେମିତି ଆସିଲା ବୋଲି ଶରତ ପ୍ରଶ୍ନ କରିବା ସହ, ଅଯଥା ବିବାଦ ସୃଷ୍ଟି କରା ନଯାଉ ବୋଲି କହିଛନ୍ତି । ଗତକାଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ର&nbsp; ୨୦୧୯ ପୂର୍ବୂର ପିସିସି ସଭାପତି ବଦଳୁ ନ ଥିବା ସୂଚନା ଦେଇ , ନୈତିକତା ଦୃଷ୍ଟିରୁ ପ୍ରସାଦ ପଠାଇଥିବା ଇସ୍ତଫା ପତ୍ରକୁ ଏଆଇସିସି ଅଗ୍ରାହ୍ୟ କରି ଦେଇଛି ବୋଲି କହିଥିଲେ। ବିଜେପୁର ଉପନିର୍ବାଚନ ହାରିଯିବା ପରେ &nbsp;ପରାଜୟର ଦୋଷକୁ ନିଜ ମୁଣ୍ଡକୁ ନେଇ ବର୍ତ୍ତମାନର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ପଦରୁ ଇସ୍ତଫା ଦେଇଥିଲେ।</p>

Ordigital Desk
  • Published: Sunday, 11 March 2018
  • Updated: 11 March 2018, 04:17 PM IST
<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପରିବର୍ତ୍ତନ ସଂପର୍କରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ।&nbsp; ଏଭଳି ମନ୍ତବ୍ୟ ଦେବାକୁ ତାଙ୍କୁ କିଏ କ୍ଷମତା ଦେଲା ବୋଲି ଶରତ ପ୍ରଶ୍ନ କରିଛନ୍ତି। &nbsp;ସଭାପତି କିଏ ରହିବେ, କେତେ ଦିନ ରହିବେ ସେ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କର।&nbsp; ଏଥିରେ ଆଉ କାହାର କିଛି କହିବାର ନାହିଁ । ଏଅଇସିସିର ନିଷ୍ପତ୍ତି କେବଳ ସଂଧ୍ୟାଙ୍କ ପାଖକୁ କେମିତି ଆସିଲା ବୋଲି ଶରତ ପ୍ରଶ୍ନ କରିବା ସହ, ଅଯଥା ବିବାଦ ସୃଷ୍ଟି କରା ନଯାଉ ବୋଲି କହିଛନ୍ତି । ଗତକାଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ର&nbsp; ୨୦୧୯ ପୂର୍ବୂର ପିସିସି ସଭାପତି ବଦଳୁ ନ ଥିବା ସୂଚନା ଦେଇ , ନୈତିକତା ଦୃଷ୍ଟିରୁ ପ୍ରସାଦ ପଠାଇଥିବା ଇସ୍ତଫା ପତ୍ରକୁ ଏଆଇସିସି ଅଗ୍ରାହ୍ୟ କରି ଦେଇଛି ବୋଲି କହିଥିଲେ। ବିଜେପୁର ଉପନିର୍ବାଚନ ହାରିଯିବା ପରେ &nbsp;ପରାଜୟର ଦୋଷକୁ ନିଜ ମୁଣ୍ଡକୁ ନେଇ ବର୍ତ୍ତମାନର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ପଦରୁ ଇସ୍ତଫା ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos