ରାଜ୍ୟ ଛାଡ଼ିବେ ସ୍ମିତାରାଣୀଙ୍କ ବାପା

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାରେ ପୁଲିସ୍‌ ତତ୍ପରତା ଦେଖାଉ ନଥିବା ନେଇ ତାଙ୍କ ସ୍ୱାମୀ ଅଭିଯୋଗ କରିଥିବା ବେଳେ ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ ରାଜ୍ୟଛାଡ଼ି ପଳାଇବେ ବୋଲି କହିଛନ୍ତି। ସେ କହିଛନ୍ତି, “ଝିଅର ମୃତ୍ୟୁ ପରେ ମୁଁ ଏଠି ଆଉ ନିଜକୁ ନିରାପଦ ମଣୁ ନାହିଁ। ମୋ ଜୀବନ ପ୍ରତି ବିପଦ ରହିଛି। ଯେଉଁମାନେ ମୋ ଝିଅକୁ ହତ୍ୟା କରିଛନ୍ତି, ସେମାନେ […]

smita-2

smita-2

Niharika Rout
  • Published: Friday, 01 November 2019
  • Updated: 01 November 2019, 03:00 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାରେ ପୁଲିସ୍‌ ତତ୍ପରତା ଦେଖାଉ ନଥିବା ନେଇ ତାଙ୍କ ସ୍ୱାମୀ ଅଭିଯୋଗ କରିଥିବା ବେଳେ ତାଙ୍କ ବାପା ସଦାନନ୍ଦ ବିଶ୍ୱାଳ ରାଜ୍ୟଛାଡ଼ି ପଳାଇବେ ବୋଲି କହିଛନ୍ତି।

ସେ କହିଛନ୍ତି, “ଝିଅର ମୃତ୍ୟୁ ପରେ ମୁଁ ଏଠି ଆଉ ନିଜକୁ ନିରାପଦ ମଣୁ ନାହିଁ। ମୋ ଜୀବନ ପ୍ରତି ବିପଦ ରହିଛି। ଯେଉଁମାନେ ମୋ ଝିଅକୁ ହତ୍ୟା କରିଛନ୍ତି, ସେମାନେ ପ୍ରତିଶୋଧ ନେବାକୁ ମୋତେ ମଧ୍ୟ ଆକ୍ରମଣ କରି ହତ୍ୟା କରିପାରନ୍ତି। ଥାନା ଅଧିକାରୀ କି ରାଜନେତା, କାହାଠାରୁ ଆଶ୍ୱସନା କି ନ୍ୟାୟ ପାଉନାହିଁ।  କାହା ଭରସାରେ ମୁଁ ଆଉ ଏଠି ରହିବି। ପୁଅମାନେ ଦିଲ୍ଲୀ ଓ ମୁମ୍ବାଇରେ ରହୁଛନ୍ତି।  ସେମାନଙ୍କ ପାଖକୁ ପଳାଇବି।”

ଏଠାରେ ପ୍ରତି କ୍ଷଣ ଭୟଭୀତ ଅବସ୍ଥାରେ ରହିବା ଅପେକ୍ଷା ରାଜ୍ୟଛାଡ଼ି ପଳାଇବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେ ଖୁବ୍‌ଶୀଘ୍ର ରାଜ୍ୟ ଛାଡ଼ି ପଳାଇବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ସ୍ମିତାଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, “ଓଡ଼ିଶା ପୁଲିସ୍‌ ଉପରେ ଭରସା ନାହିଁ। ଏସ୍‌ପି ଯେମିତି ସ୍ମିତାଙ୍କ ଚରିତ୍ର ସଂହାର କଲେ ତାହା ଆମକୁ ବହୁତ ବାଧିଛି।” 

ସଦାନନ୍ଦ ଓ ସୁଶୀଲଙ୍କ ଏଭଳି ମନ୍ତବ୍ୟ ପୁଲିସ୍‌ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story