ବିଦ୍ୟୁତ୍ ଖୁଣ୍ଟ ପୋତିବାକୁ ଖୋଳା ଯାଉଥିଲା ଗାତ, ହେଲେ ସେଥିରୁ ବାହାରୁଛି ଧୂଆଁ

ଚାନ୍ଦବାଲି (ବାସୁଦେବ ଦାସ): ବିଦ୍ୟୁତ୍ ଖୁଣ୍ଟ ପୋତିବା ପାଇଁ ଗାତ ଖୋଳା ଯାଉଥିଲା। ତେବେ ପ୍ରାୟ ୫/୬ ଫୁଟ୍ ଖୋଳିବା ପରେ ଏଥିରୁ ଧୂଆଁ ବାହାରିଥିଲା। ଖବର ଲେଖାଯିବା ସୁଦ୍ଧା ଏହି ଗାତରୁ ଧୂଆଁ ବାହାରୁଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁରେ। ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଶ୍ରମିକମାନେ ବିଦ୍ୟୁତ୍ ଖୁଣ୍ଟ ପୋତିବା ପାଇଁ ଗାତ ଖୋଳୁଥିଲେ। ଗୋଟିଏ ସ୍ଥାନରେ ପ୍ରାୟ ୫/୬ ଫୁଟ୍ […]

bbb

bbb

Jitendra Garnayak
  • Published: Thursday, 17 January 2019
  • Updated: 17 January 2019, 11:55 AM IST

Sports

Latest News

ଚାନ୍ଦବାଲି (ବାସୁଦେବ ଦାସ): ବିଦ୍ୟୁତ୍ ଖୁଣ୍ଟ ପୋତିବା ପାଇଁ ଗାତ ଖୋଳା ଯାଉଥିଲା। ତେବେ ପ୍ରାୟ ୫/୬ ଫୁଟ୍ ଖୋଳିବା ପରେ ଏଥିରୁ ଧୂଆଁ ବାହାରିଥିଲା। ଖବର ଲେଖାଯିବା ସୁଦ୍ଧା ଏହି ଗାତରୁ ଧୂଆଁ ବାହାରୁଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କରଞ୍ଜମାଳ ଗାଁରେ।

ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଶ୍ରମିକମାନେ ବିଦ୍ୟୁତ୍ ଖୁଣ୍ଟ ପୋତିବା ପାଇଁ ଗାତ ଖୋଳୁଥିଲେ। ଗୋଟିଏ ସ୍ଥାନରେ ପ୍ରାୟ ୫/୬ ଫୁଟ୍ ଖୋଳି ସାରିବା ପରେ ସେଥିରୁ ଧୂଆଁ ବାହାରିଥିଲା। ଧୂଆଁ ସହିତ ସେଠାରୁ ଗରମ ପାଣି ମଧ୍ୟ ବାହାରିଥିଲା। ୩/୪ ଘଣ୍ଟା ଧରି ଏମିତି ଧୂଆଁ ବାହାରିବା ଯୋଗୁ ସେଠାରେ ଲୋକ ରୁଣ୍ଡ ହୋଇଥିଲେ। ଆଜି ପର୍ଯ୍ୟନ୍ତ ବି ସେହି ଗାତରୁ ଧୂଆଁ ବାହାରୁଛି।

ଲୋକେ ଗାତଟିକୁ ବନ୍ଦ କରି ରଖିଛନ୍ତି। କେଉଁ କାରଣରୁ ସେଠାରୁ ଧୂଆଁ ବାହାରୁଛି, ତାହା ଜଣାପଡ଼ି ନଥିବା ବେଳେ କୌଣସି ସରକାରୀ ଅଧିକାରୀ ବି ପହଞ୍ଚି ନାହାନ୍ତି। ଆଜି ତହସିଲଦାର ସେଠାକୁ ଯିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story