ଚାରିଆଡ଼ୁ ଘେରି ଛେଚିଲେ, ୩ ପୁଲିସ୍ କର୍ମଚାରୀ ଆହତ

ଉଦଳା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ପୁଲିସ୍ ଉପରେ ହୋଇଛି ଆକ୍ରମଣ। ଭିଡ଼ ହଟାଇବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ପୁଲିସ୍ କର୍ମଚାରୀ। ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରତର ରହିଛି। ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଏଏସ୍‌ଆଇ ବିଶ୍ୱଜିତ ମହାପାତ୍ର। ତାଙ୍କୁ ବାରିପଦା ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଦେବାନବାହାଳି ଗାଁରେ ଚଇତି ପର୍ବ ପାଳନ ବେଳେ ହଜାର […]

police1

police1

Jitendra Garnayak
  • Published: Sunday, 02 May 2021
  • Updated: 02 May 2021, 01:08 PM IST

Sports

Latest News

ଉଦଳା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ପୁଲିସ୍ ଉପରେ ହୋଇଛି ଆକ୍ରମଣ। ଭିଡ଼ ହଟାଇବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ପୁଲିସ୍ କର୍ମଚାରୀ। ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରତର ରହିଛି। ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଏଏସ୍‌ଆଇ ବିଶ୍ୱଜିତ ମହାପାତ୍ର। ତାଙ୍କୁ ବାରିପଦା ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଦେବାନବାହାଳି ଗାଁରେ ଚଇତି ପର୍ବ ପାଳନ ବେଳେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। କରୋନା ସମୟରେ ନିୟମାବଳୀ ନ ମାନି ଲୋକେ ଭିଡ଼ କରିଥିବା ଖବର ପାଇ ଶରତ ଥାନା ପୁଲିସ୍ ସେଠାରେ ପହଞ୍ଚିଥିଲା। ଭିଡ଼ ହଟାଇବା ଲାଗି ପୁଲିସ ଉଦ୍ୟମ କରିବାରୁ ଉପସ୍ଥିତ ଲୋକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।

ଆହତ ଏଏସ୍‌ଆଇ ବିଶ୍ୱଜିତ ମହାପାତ୍ର କହିଛନ୍ତି, ଗତକାଲି ସନ୍ଧ୍ୟାରେ ସେଠାରେ ୫୦୦୦ରୁ ଅଧିକ ଲୋକଙ୍କ ଭିଡ଼ ଜମିଥିବା ନେଇ ଆମକୁ ଖବର ମିଳିଥିଲା। ଏ ସଂପର୍କରେ କପ୍ତିପଦା ଓଆଇସିଙ୍କୁ ଅବଗତ କରାଯାଇଥିଲା। ସେଠାରେ ପହଞ୍ଚି ଭିଡ଼ ହଟାଇବାକୁ ଓଆଇସି ନିର୍ଦ୍ଦେଶ ଦେଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଆମେ ସେଠାରେ ପହଞ୍ଚିଥିଲୁ। ଆମକୁ ଦେଖି ପ୍ରଥମେ ଯିଏ ଯୁଆଡ଼େ ଧାଇଁ ପଳାଇଥିଲେ। କିନ୍ତୁ ପରେ ଚାରିପଟୁ ଘେରି ଆକ୍ରମଣ କରିଥିଲେ। ଗାଡ଼ି ବି ଭାଙ୍ଗିରୁଜି ଦେଇଥିଲେ।

ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଏଏସ୍‌ଆଇ ବିଶ୍ୱଜିତ ମହାପାତ୍ରଙ୍କ ସମେତ ଜଣେ କନଷ୍ଟେବଳ ଓ ଜଣେ ହାବିଲଦାର ଆହତ ହୋଇଛନ୍ତି।
https://youtu.be/CfRqK-D1Zo4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story