କମେଣ୍ଟ ମାରି ହଟହଟା: ନିର୍ଧୁମ ଛେଚା ଖାଇଲେ ଯୁବକ

<p>ସୋର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା କମେଣ୍ଟ ମାରିବା। ମହିଳାଙ୍କ ଠାରୁ ନିର୍ଧୁମ ଛେଚା ଖାଇଲେ ଯୁବକ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ରାସ୍ତାର ବାରିଙ୍ଗିଆ ଛକ ନିକଟରେ। ବିଷ୍ଣୁପୁର ଅଞ୍ଚଳର ଜଣେ ଯୁବକ ବାହାନାଗାରୁ ନିଜ ମଟର ସାଇକେଲରେ ଗାଁକୁ ଯିବା ବେଳେ ବାରିଙ୍ଗିଆ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଜଣେ ମହିଳା ଚାଲି ଚାଲି ଯାଉଥିଲେ। ଉକ୍ତ ମହିଳାଙ୍କୁ ଯୁବକ ଜଣକ ଅଶ୍ଳିଳ ଇଙ୍ଗିତ କରିବାରୁ ଗ୍ରାମବାସୀମାନେ ତାଙ୍କୁ ଧରି ମାଡ଼ ମାରିଥିଲେ। ଏହାସହି ମହିଳା ଜଣକ ମଧ୍ୟ ଯୁବକଙ୍କୁ ନିର୍ଧୁମ ପିଟିଥିଲେ। &nbsp;ପରେ ଉତ୍ତ୍ୟକ୍ତ ଲୋକେ ଯୁବକଙ୍କୁ ପୋଲିସର ଜିମା ଦେଇଛନ୍ତି।</p>

Ordigital Desk
  • Published: Tuesday, 13 February 2018
  • Updated: 13 February 2018, 11:44 AM IST

Sports

Latest News

<p>ସୋର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା କମେଣ୍ଟ ମାରିବା। ମହିଳାଙ୍କ ଠାରୁ ନିର୍ଧୁମ ଛେଚା ଖାଇଲେ ଯୁବକ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ରାସ୍ତାର ବାରିଙ୍ଗିଆ ଛକ ନିକଟରେ। ବିଷ୍ଣୁପୁର ଅଞ୍ଚଳର ଜଣେ ଯୁବକ ବାହାନାଗାରୁ ନିଜ ମଟର ସାଇକେଲରେ ଗାଁକୁ ଯିବା ବେଳେ ବାରିଙ୍ଗିଆ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଜଣେ ମହିଳା ଚାଲି ଚାଲି ଯାଉଥିଲେ। ଉକ୍ତ ମହିଳାଙ୍କୁ ଯୁବକ ଜଣକ ଅଶ୍ଳିଳ ଇଙ୍ଗିତ କରିବାରୁ ଗ୍ରାମବାସୀମାନେ ତାଙ୍କୁ ଧରି ମାଡ଼ ମାରିଥିଲେ। ଏହାସହି ମହିଳା ଜଣକ ମଧ୍ୟ ଯୁବକଙ୍କୁ ନିର୍ଧୁମ ପିଟିଥିଲେ। &nbsp;ପରେ ଉତ୍ତ୍ୟକ୍ତ ଲୋକେ ଯୁବକଙ୍କୁ ପୋଲିସର ଜିମା ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos