ରାସ୍ତା ପାଇଁ ରାସ୍ତାରୋକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବନମାଳୀ ଛକ ନିକଟରେ ‘ବନମାଳୀ ପ୍ରସାଦ ବିକାଶ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ରାସ୍ତାରୋକ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଏହି ରାସ୍ତା ଢେଙ୍କାନାଳ ଓ ଭାପୁରକୁ ସଂଯୋଗ କରୁଛି। ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ସଂଯୋଗ, ପକ୍କା ରାସ୍ତା ଓ ୫୫ ନମ୍ୱର ଜାତୀୟ ରାଜପଥର କଣ୍ଟାନାଳି ବାଇପାସ୍‌ ଛକ ନିକଟରେ ଫ୍ଲାଏ ଓଭର ନିର୍ମାଣ କରିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। […]

road-block

road-block

Jyoshna Pradhan
  • Published: Sunday, 09 September 2018
  • Updated: 09 September 2018, 06:24 AM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବନମାଳୀ ଛକ ନିକଟରେ ‘ବନମାଳୀ ପ୍ରସାଦ ବିକାଶ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ରାସ୍ତାରୋକ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଏହି ରାସ୍ତା ଢେଙ୍କାନାଳ ଓ ଭାପୁରକୁ ସଂଯୋଗ କରୁଛି।

ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ସଂଯୋଗ, ପକ୍କା ରାସ୍ତା ଓ ୫୫ ନମ୍ୱର ଜାତୀୟ ରାଜପଥର କଣ୍ଟାନାଳି ବାଇପାସ୍‌ ଛକ ନିକଟରେ ଫ୍ଲାଏ ଓଭର ନିର୍ମାଣ କରିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ଢେଙ୍କାନାଳ ଟାଉନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story