ଡରାଇ ପାରିଲାନି ଭରା ନଈ, ବଞ୍ଚାଇ ଦେଲେ ଗର୍ଭବତୀଙ୍କ ଜୀବନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାନବିକତା ଦେଖାଇଲେ ଗ୍ରାମବାସୀ । ଗର୍ଭବତୀ ମହିଳାଙ୍କ ପାଇଁ ସାଜିଲେ ଦେବଦୂତ। ହାତରେ ବୋହି ପାର କରାଇଲେ ଭରା ନଈ। ଆଉ ବଞ୍ଚାଇ ଦେଲେ ତାଙ୍କ ଜୀବନ। ଏମିତି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ର ବିଜାପୁର ଜିଲ୍ଲାରେ। ବିଜାପୁର ଜିଲ୍ଲା ଲଙ୍କାପାଲ୍ଲୀ ଗାଁର କରୁଣା ନାମକ ଜଣେ ମହିଳା ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଯାଇପାରୁ ନଥିଲେ ଡାକ୍ତରଖାନା। କାରଣ ବାଧକ ସାଜିଥିଲା ଭରା ନଦୀ । ଲଗାଣ ବର୍ଷାରେ ନଦୀ ଫୁଲିବା […]

888

888

Jitendra Garnayak
  • Published: Monday, 24 August 2020
  • Updated: 24 August 2020, 11:46 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାନବିକତା ଦେଖାଇଲେ ଗ୍ରାମବାସୀ । ଗର୍ଭବତୀ ମହିଳାଙ୍କ ପାଇଁ ସାଜିଲେ ଦେବଦୂତ। ହାତରେ ବୋହି ପାର କରାଇଲେ ଭରା ନଈ। ଆଉ ବଞ୍ଚାଇ ଦେଲେ ତାଙ୍କ ଜୀବନ। ଏମିତି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ର ବିଜାପୁର ଜିଲ୍ଲାରେ।

ବିଜାପୁର ଜିଲ୍ଲା ଲଙ୍କାପାଲ୍ଲୀ ଗାଁର କରୁଣା ନାମକ ଜଣେ ମହିଳା ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଯାଇପାରୁ ନଥିଲେ ଡାକ୍ତରଖାନା। କାରଣ ବାଧକ ସାଜିଥିଲା ଭରା ନଦୀ । ଲଗାଣ ବର୍ଷାରେ ନଦୀ ଫୁଲିବା ସହ ପ୍ରଖର ରହିଥିଲା ସ୍ରୋତ। କିନ୍ତୁ କରୁଣା ୪ ଦିନ ଯନ୍ତ୍ରଣାରେ ଛଟପଟ ହେବାପରେ ଗ୍ରାମବାସୀ ଆଉ ହାତବାନ୍ଧି ବସି ନଥିଲେ। ନିଜ ଜୀବନକୁ ବାଜି ଲଗାଇ କରୁଣାଙ୍କୁ ଡାକ୍ତରଖାନା ନେବାକୁ ନେଇଥିଲେ ନିଷ୍ପତ୍ତି ।

ନଦୀରେ ଥିବା ବଡ଼ ଗଛରେ ରସି ବାନ୍ଧି, ମାନବ ଶୃଙ୍ଖଳ କରି ଓ ହାତରେ ବୋହି କରୁଣାଙ୍କୁ ସେମାନେ ନଦୀ ପାର କରାଇଥିଲେ ଏବଂ ନିକଟସ୍ଥ ଇଡିମାଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ କରୁଣାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ତେଣୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା। କିନ୍ତୁ ତାଙ୍କ ଗର୍ଭରେ ଥିବା ଶିଶୁଟି ବଞ୍ଚିପାରି ନଥିଲା। ତେବେ ତାଙ୍କ ଜୀବନ ବଞ୍ଚିଯାଇଥିବାରୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦିଆଯାଉଛି। ଗ୍ରାମବାସୀ ସେମିତି ନ କରିଥିଲେ କରୁଣାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆସିଥା’ନ୍ତା।

ସୂଚନାଯୋଗ୍ୟ, ମାଓବାଦୀଙ୍କ ଯୋଗୁ ସେହି ଅଞ୍ଚଳରେ ପୋଲ ନିର୍ମାଣ ହୋଇପାରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story