ପିଲା ଚୋର ସନ୍ଦେହ: ରାତି ସାରା ବାନ୍ଧି ରଖିଲେ,ସକାଳେ ପିଟିପିଟି ମାରିଦେଲେ  

ବାରିପଦା: ପିଲା ଚୋର ସନ୍ଦେହରେ ଜଣେ ମହିଳାଙ୍କୁ ପିଟିପିଟି ମାରିଦେଲେ ଲୋକେ।  ଏଭଳି ଅଭାବନୀୟକାଣ୍ଡ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୋମୁହାଁଣୀ ଗାଁରେ।  ଗତକାଲି ମହିଳା ଜଣକ କୌଣସି କାରଣରୁ ଏହି ଗାଁକୁ ଆସିଥିଲେ।  ହେଲେ ଲୋକେ ମହିଳାଙ୍କୁ ପିଲାଚୋର ଭାବି ଗାଁ ମୁଣ୍ଡ ଗଛରେ ରାତିସାରା ବାନ୍ଧି ରଖିଥିଲେ। ଆଜି ସକାଳୁ ମହିଳାଙ୍କୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ହୋଇଥିଲା।  ପରେ ମହିଳାଙ୍କୁ ଛାଡି ଦିଆଯାଇଥିଲା।  ତେବେ ମହିଳା ଜଣଙ୍କ ଏତେ ଲୋକଙ୍କୁ […]

baripada

baripada

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 09:32 PM IST

Sports

Latest News

ବାରିପଦା: ପିଲା ଚୋର ସନ୍ଦେହରେ ଜଣେ ମହିଳାଙ୍କୁ ପିଟିପିଟି ମାରିଦେଲେ ଲୋକେ।  ଏଭଳି ଅଭାବନୀୟକାଣ୍ଡ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୋମୁହାଁଣୀ ଗାଁରେ।  ଗତକାଲି ମହିଳା ଜଣକ କୌଣସି କାରଣରୁ ଏହି ଗାଁକୁ ଆସିଥିଲେ।  ହେଲେ ଲୋକେ ମହିଳାଙ୍କୁ ପିଲାଚୋର ଭାବି ଗାଁ ମୁଣ୍ଡ ଗଛରେ ରାତିସାରା ବାନ୍ଧି ରଖିଥିଲେ।

ଆଜି ସକାଳୁ ମହିଳାଙ୍କୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ହୋଇଥିଲା।  ପରେ ମହିଳାଙ୍କୁ ଛାଡି ଦିଆଯାଇଥିଲା।  ତେବେ ମହିଳା ଜଣଙ୍କ ଏତେ ଲୋକଙ୍କୁ ଦେଖି ଦୌଡି ଦୌଡି ପଳାଉଥିବା ବେଳେ ଲୋକେ ସଂଘବଦ୍ଧ ଭାବେ ପିଟି ପିଟି ମାରିଦେଇଥିବା ସୂଚନା ମିଳିଛି।

ଏହି ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୨୦ରୁ ଅଧିକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଏହି ଘଟଣା ପୋଲିସ ପାଇଁ ମହଙ୍ଗା ପଡିଛି। ବାଙ୍ଗିରିପୋଷି ଥାନାର ଡିସିଓ ବସନ୍ତ ସାଠୁଆଙ୍କୁ କାର୍ଯ୍ୟକରେ ଅବହେଳା ପାଇଁ ନିଲମ୍ବିନ କରାଯାଇଛି। ଏସ୍‌ପି ତାଙ୍କୁ ନିଲମ୍ବନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story