ଖାଦ୍ୟ ନାହିଁ କି ଆଉ କିଛି ସାହାଯ୍ୟ ନାହିଁ, ଲୋକେ ଛାଡୁଛନ୍ତି ବାତ୍ୟା ଆଶ୍ରୟସ୍ଥଳ

ପାରାଦୀପ (ଓଡ଼ିଶା ରିପୋର୍ଟର): ‘ତିତ୍‌ଲି’ ପାଇଁ ଗତକାଲି ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ସମୁଦ୍ରକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ମୋଟ ତିନି ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି କ୍ରମରେ ପାରାଦୀପରେ କିଛି ଲୋକଙ୍କୁ ପ୍ରଶାସନ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛି। କିନ୍ତୁ ଏଠାରେ ସାମ୍ନାକୁ ଆସିଛି ପ୍ରଶାସନିକ ଅବହେଳାର ନଗ୍ନ ଚିତ୍ର। ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ […]

paradeep

paradeep

Jitendra Garnayak
  • Published: Thursday, 11 October 2018
  • Updated: 11 October 2018, 09:39 AM IST

Sports

Latest News

ପାରାଦୀପ (ଓଡ଼ିଶା ରିପୋର୍ଟର): ‘ତିତ୍‌ଲି’ ପାଇଁ ଗତକାଲି ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ସମୁଦ୍ରକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ମୋଟ ତିନି ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଏହି କ୍ରମରେ ପାରାଦୀପରେ କିଛି ଲୋକଙ୍କୁ ପ୍ରଶାସନ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛି। କିନ୍ତୁ ଏଠାରେ ସାମ୍ନାକୁ ଆସିଛି ପ୍ରଶାସନିକ ଅବହେଳାର ନଗ୍ନ ଚିତ୍ର।

444ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ ଗତକାଲି ସନ୍ଧ୍ୟାରୁ ଖାଇବାକୁ ଦିଆଯାଇନାହିଁ। କୌଣସି ରନ୍ଧା ଖାଦ୍ୟର ବ୍ୟବସ୍ଥା ପ୍ରଶାସନ କରିନଥିବା ଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ଅନ୍ୟ କୌଣସି ମଧ୍ୟ ସୁବିଧା ମଧ୍ୟ କରାଯାଇ ନାହିଁ। ସକାଳ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଆସି ପହଞ୍ଚି ନାହାନ୍ତି।

ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଯେହେତୁ ଗତକାଲି ରାତିରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିଲା, ତେଣୁ କିଛି ସୁବିଧା ଯୋଗାଇ ଦିଆଯାଇ ପାରି ନଥିଲା। ଆଜି ସକାଳେ ସବୁ ବ୍ୟବସ୍ଥା କରାଯିବ।

ତେବେ ଖବର ଲେଖା ଯିବା ସୁଦ୍ଧା କୌଣସି ରିଲିଫ୍ ସାମଗ୍ରୀ ମିଳି ନଥିବାରୁ କିଛି ଲୋକ ବାତ୍ୟା ଆଶ୍ରୟସ୍ଥଳୀ ଛାଡ଼ି ପଳାଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story