୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଜାଗା ଦେବେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଯୋଗାଇ ଦେବେ ଜାଗା। ଆଜି କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ରାଜ୍ୟର ୫ ମହାନଗର ନିଗମ- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ୯୩୮ଟି ବସ୍ତିରେ ରହୁଥିବା ପ୍ରାୟ ୧ଲକ୍ଷ ୯୦ ହଜାର ପରିବାର ଏହା ଦ୍ୱାରା ଉପକୃତ ହେବେ। ଅର୍ଥାତ୍ ପ୍ରାୟ ୮ ଲକ୍ଷ ୫୮ […]

Pratap Jena

Pratap Jena

Jitendra Garnayak
  • Published: Friday, 31 December 2021
  • Updated: 31 December 2021, 05:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଯୋଗାଇ ଦେବେ ଜାଗା। ଆଜି କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ସେ କହିଛନ୍ତି, ରାଜ୍ୟର ୫ ମହାନଗର ନିଗମ- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ୯୩୮ଟି ବସ୍ତିରେ ରହୁଥିବା ପ୍ରାୟ ୧ଲକ୍ଷ ୯୦ ହଜାର ପରିବାର ଏହା ଦ୍ୱାରା ଉପକୃତ ହେବେ। ଅର୍ଥାତ୍ ପ୍ରାୟ ୮ ଲକ୍ଷ ୫୮ ହଜାର ଲୋକ ଏଥିରୁ ଉପକୃତ ହେବେ। ଆସନ୍ତା ୬ ମାସ ଭିତରେ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବ।

ସେ କହିଛନ୍ତି, ଓଡ଼ିଶା ଲ୍ୟାଣ୍ଡ ରାଇଟ୍‌ସ ଟୁ ସ୍ଲମ ଡ୍ୱେଲର୍ସ ଆକ୍ଟ ୨୦୧୭ ଅନୁଯାୟୀ ସାରା ରାଜ୍ୟରେ ଥିବା ୧୦୯ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଞ୍ଚଳରେ ବସ୍ତିରେ ରହୁଥିବା ଲୋକଙ୍କୁ ଜମି ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏଥିରେ ୧ଲକ୍ଷ ୭୫ ହଜାର ପରିବାର ଲାଭବାନ ହୋଇସାରିଛନ୍ତି। କିନ୍ତୁ ମହାନଗର ନିଗମ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇ ନଥିଲା। ତେଣୁ ଏବେ ମହାନଗର ନିଗମରେ ବସ୍ତିରେ ରହୁଥିବା ଲୋକମାନଙ୍କୁ ଏହି ନିୟମ ଅନୁଯାୟୀ ଜମି ଯୋଗାଇ ଦିଆଯିବ।
https://youtu.be/mIyNOn3DZ0A

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story