ହାତୀଙ୍କ ଜଳ କ୍ରୀଡ଼ା, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତା କଡ଼ରେ ହାତୀମାନେ ଜଳ କ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା। ଭରତପୁର ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା ଜଳାଶୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୪୫ ମିନିଟ୍&zwnj; ଧରି ହାତୀମାନେ ଏଠାରେ ଜଳ କ୍ରୀଡ଼ା କରିଥିଲେ।</p> <p>ବନ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ, ଭରତପୁର ଜଙ୍ଗଲରେ ଥିବା ପାଞ୍ଚଜଣିଆ ହାତୀପଲରୁ ଦୁଇଟି ହାତୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଚାଲି ଆସିଥିଲେ। ରାସ୍ତାକଡ଼ରେ ଏଭଳି ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।</p>

Ordigital Desk
  • Published: Saturday, 01 September 2018
  • Updated: 01 September 2018, 03:56 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତା କଡ଼ରେ ହାତୀମାନେ ଜଳ କ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା। ଭରତପୁର ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା ଜଳାଶୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୪୫ ମିନିଟ୍&zwnj; ଧରି ହାତୀମାନେ ଏଠାରେ ଜଳ କ୍ରୀଡ଼ା କରିଥିଲେ।</p><p>ବନ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ, ଭରତପୁର ଜଙ୍ଗଲରେ ଥିବା ପାଞ୍ଚଜଣିଆ ହାତୀପଲରୁ ଦୁଇଟି ହାତୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଚାଲି ଆସିଥିଲେ। ରାସ୍ତାକଡ଼ରେ ଏଭଳି ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos