ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ରୋଗ ଭଲ ହେବା ପାଇଁ କୌଣସି ଔଷଧ ବାହାରି ନାହିଁ। ଡାକ୍ତରମାନେ ଘରେ ରହିବା ସହ ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି।
ହେଲେ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲୋକେ କରୋନାକୁ ଦୁରେଇ ଦେବା ପାଇଁ ଭିନ୍ନ ଉପାୟ ଆପଣାଇଛନ୍ତି l ସେମାନେ ଏହି ମହାମାରୀଠୁ ଦୁରେଇ ରହିବା ପାଇଁ ପୂଜା ପାଠର ସାହାରା ନେଇଛନ୍ତି ।
ବିଶ୍ରା ବ୍ଲକର ଭାଲୁଲତା ଗ୍ରାମ ପଞ୍ଚାୟତର କପ୍ରଣ୍ଡା ଗାଁର ଲୋକେ ଘରେ ପୂଜାର୍ଚ୍ଚନା କରିବା ସହ ଝାଡୁ ଲଗାଇ ଘର, ବାହାର ସଫା କରିଛନ୍ତି। ପରେ ଗାଁର ମହିଳାମାନେ ସଫା କରିଥିବା ଆବର୍ଜନାକୁ ହାଣ୍ଡିରେ ପୁରାଇ ନେଇ ଗାଁ ବାହାରେ ଫୋପାଡ଼ି ଦେଇ ଆସିଛନ୍ତି। ଏହା କରିବା ଦ୍ୱାରା ସେମାନେ କୋରନାକୁ ଗାଁରୁ ତଡିଦେଇଛନ୍ତି ବୋଲି ସେମାନଙ୍କର ବିଶ୍ୱାସ ପ୍ରକଟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।