ସରକାର ଶୁଣୁ ନାହାଁନ୍ତି: କାଠ ପୋଲ ହିଁ ଭରସା

Ordigital Desk
  • Published: Monday, 16 April 2018
  • , Updated: 16 April 2018, 01:57 PM IST
<p>ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଦୀର୍ଘଦିନରୁ ଲୋକେ ପୋଲଟିଏ ପାଇଁ ଦାବି କରି ଆସୁଛନ୍ତି। &lt;span lang=&quot;OR&quot; style=&quot;margin: 0px; line-height: 115%; font-family: &#039;Kalinga&#039;,&#039;sans-serif&#039;; font-size: 12pt;&quot;&gt;&lt;span style=&quot;color: #000000;&quot;&gt;ପ୍ରଶାସନ &lt;/span&gt;&lt;/span&gt;ନା ସରକାର କେହି ବି ଶୁଣୁ ନାହାଁନ୍ତିା ତେଣୁ ଭାଗ୍ୟକୁ ଆଦରି ବିପଦପୂର୍ଣ୍ଣ ଭାବେ ଲୋକେ ନଦୀ ପାର ହେଉଛନ୍ତିା ଆଉ ଏଥିପାଇଁ କେତେବେଳେ କାଠ ଡଙ୍ଗା ଭରସା ତ, ଆଉ କେତେବଳେ କାଠ ବ୍ରିଜ ଉପରେ &lt;span style=&quot;display: inline !important; float: none; background-color: transparent; color: #333333; cursor: text; font-family: Georgia,&#039;Times New Roman&#039;,&#039;Bitstream Charter&#039;,Times,serif; font-size: 16px; font-style: normal; font-variant: normal; font-weight: 400; letter-spacing: normal; orphans: 2; text-align: left; text-decoration: none; text-indent: 0px; text-transform: none; -webkit-text-stroke-width: 0px; white-space: normal; word-spacing: 0px;&quot;&gt;ଭରସା&lt;/span&gt; କରୁଛନ୍ତି। ଏମିତି ସ୍ଥିତି ଦେଖିବାକୁ ମିଳିଛି ବଣାଇରେ। ବଣାଇର ଗୋପନା, କେ.ବଲାଙ୍ଗ, ତୁମକେଲା ଏବଂ ଲହୁଣିପଡ଼ା ଓ ଅର୍କେଇକଲାର ଲୋକେ ଭୋଗୁଛନ୍ତି ଏହି ସମସ୍ୟା।</p> <p>ବଣାଇ ଯିବାକୁ ହେଲେ ୨୦ରୁ ୨୫ କିଲୋମିଟିର ବୁଲିବୁଲି ଯିବାକୁ ପଡ଼ୁଛି। ଖରାଦିନେ ଯାହା ଯେମିତି କାମ ଚଳିଯାଉଛି&nbsp; ହେଲେ ବର୍ଷା ଦିନେ ଅବସ୍ଥା ସାଂଘାତିକ। ମେଡ଼ିକାଲଠୁ ଆରମ୍ଭ କରି କୋର୍ଟକଚେରୀ ସବୁ କାମ ଲାଗି ବଣାଇ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଏଠାକାର ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପୁଣି ଥରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ।</p> <p>ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ବେଳେବେଳେ ଛୁଆ ପିଲାଙ୍କୁ ଧରି ଏମିତି ବିପଦ ସଂକୁଳ ଅବସ୍ଥାରେ ଗ୍ରାମବାସୀଙ୍କୁ ଯିବାକୁ ପଡ଼ୁଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ସୃଷ୍ଟି ହୁଏ।</p>

Related story