ବସ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ପରମିଟ୍

ଭୁବନେଶ୍ୱର: ବସ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ପରମିଟ୍। ଗତକାଲି ଏକ ବସରେ ନିଆଁ ଲାଗିବା ପରେ ଆଜି ଏମିତି ଏକ ନିଷ୍ପତ୍ତି  ନିଆଯାଇଛି। ବସ୍ ମାଲିକ ଓ ଆରଟିଓଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଓ ବାଣୀବିହାରରେ ଭିଡ଼ ନିୟନ୍ତ୍ରଣ ନେଇ ଆଲୋଚନା ହୋଇ ଥିଲା। ଟ୍ରାଫିକ ପୋଷ୍ଠ ଠାରୁ ଠାରୁ ୨ ଶହ ମିଟର ଦୂରରେ ବସ୍ ରଖିବାକୁ ନିଷ୍ପତ୍ତି ହୋଇଛି। […]

Bus-catches-fire-at-Baramunda-in-Odisha-capital

Tapas Behera
  • Published: Thursday, 29 August 2019
  • Updated: 29 August 2019, 09:58 PM IST

Sports

Latest News

ଭୁବନେଶ୍ୱର: ବସ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ପରମିଟ୍। ଗତକାଲି ଏକ ବସରେ ନିଆଁ ଲାଗିବା ପରେ ଆଜି ଏମିତି ଏକ ନିଷ୍ପତ୍ତି  ନିଆଯାଇଛି। ବସ୍ ମାଲିକ ଓ ଆରଟିଓଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଓ ବାଣୀବିହାରରେ ଭିଡ଼ ନିୟନ୍ତ୍ରଣ ନେଇ ଆଲୋଚନା ହୋଇ ଥିଲା। ଟ୍ରାଫିକ ପୋଷ୍ଠ ଠାରୁ ଠାରୁ ୨ ଶହ ମିଟର ଦୂରରେ ବସ୍ ରଖିବାକୁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ୱରର ବରମୁଣ୍ଡାରେ ‘ଚକାଡ଼ୋଳା’ ନାମକ ଏକ ଯାତ୍ରୀବାହୀ ବସ୍‌ରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ନିଆଁ ଲାଗି ଯାଇଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି। ନିଆଁ ଲାଗିଥିବା ଦେଖି ବସ୍‌ ଭିତରେ ଶୋଇଥିବା କର୍ମଚାରୀ ଓ କିଛି ଯାତ୍ରୀ ଓହ୍ଲାଇ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story