କେନ୍ଦୁପତ୍ର ତୋଳିବାକୁ ଯାଇ ଫେରିଲେନି, ଦଳିଦେଲା ହାତୀ

ରେଢାଖୋଲ(ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଜୀବନ ହାରିଲେ ବ୍ୟକ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ, ନାକଟିଦେଉଳ ରେଞ୍ଜ, ବସାଲଇ ଗାଁରେ ଘଟିଛି ଏହି ଅଘଟଣ। । ମୃତକ ହେଉଛନ୍ତି ୫୫ ବର୍ଷୀୟ ବିରଞ୍ଚି ବାଦୀ । ଗତକଲିଠାରୁ କେନ୍ଦୁପତ୍ର ଗୁଛା କାଟିବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ ବିରଞ୍ଚି । ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପାଖ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ୱିକ […]

elephant

elephant

Niharika Rout
  • Published: Saturday, 06 March 2021
  • Updated: 06 March 2021, 09:54 AM IST

ରେଢାଖୋଲ(ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଜୀବନ ହାରିଲେ ବ୍ୟକ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ, ନାକଟିଦେଉଳ ରେଞ୍ଜ, ବସାଲଇ ଗାଁରେ ଘଟିଛି ଏହି ଅଘଟଣ। । ମୃତକ ହେଉଛନ୍ତି ୫୫ ବର୍ଷୀୟ ବିରଞ୍ଚି ବାଦୀ ।

ଗତକଲିଠାରୁ କେନ୍ଦୁପତ୍ର ଗୁଛା କାଟିବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ ବିରଞ୍ଚି । ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପାଖ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ହାତୀ ଆକ୍ରମଣରେ ବିରଞ୍ଚି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନାସନ୍ତୋଷ ଦେଖାଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story