ହାତୀଙ୍କ ସୁରକ୍ଷା ପାଇଁ ଜନସ୍ୱାର୍ଥ ମାମଲା, ଆବେଦନକାରୀ କହିଲେ- ଆସାମ ଢାଞ୍ଚା ଲାଗୁ କରାଯାଉ

କଟକ(ଓଡ଼ିଶା ରିପୋର୍ଟର): କଟକ ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏହାକୁ ନେଇ ବେଶ୍‌ ଚିନ୍ତିତ ହୋଇ ପଡ଼ିଛନ୍ତି ପଶୁପ୍ରେମୀ। ହାତୀମାନଙ୍କ ସୁରକ୍ଷା ଚିନ୍ତା ଏବେ ସେମାନଙ୍କୁ ଘାରିଥିବା ବେଳେ ଏନେଇ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ରାଜ୍ୟରେ ହାତୀ ସମେତ ଅନ୍ୟ ବନ୍ୟଜନ୍ତୁ ଶିକାର ବଢି ଚାଲିଥିବାରୁ ଏହା ଉଦବେଗଜନକ ବିଷୟ ବୋଲି ଆବେଦନକାରୀ ଗୀତା ରାଉତ ଉଲ୍ଲେଖ କରିଛନ୍ତି । ସେ ନିଜ ଆବେଦନରେ ଉଲ୍ଲେଖ […]

High Court Of Odisha

High Court Of Odisha

Niharika Rout
  • Published: Thursday, 09 June 2022
  • Updated: 09 June 2022, 01:25 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏହାକୁ ନେଇ ବେଶ୍‌ ଚିନ୍ତିତ ହୋଇ ପଡ଼ିଛନ୍ତି ପଶୁପ୍ରେମୀ। ହାତୀମାନଙ୍କ ସୁରକ୍ଷା ଚିନ୍ତା ଏବେ ସେମାନଙ୍କୁ ଘାରିଥିବା ବେଳେ ଏନେଇ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ରାଜ୍ୟରେ ହାତୀ ସମେତ ଅନ୍ୟ ବନ୍ୟଜନ୍ତୁ ଶିକାର ବଢି ଚାଲିଥିବାରୁ ଏହା ଉଦବେଗଜନକ ବିଷୟ ବୋଲି ଆବେଦନକାରୀ ଗୀତା ରାଉତ ଉଲ୍ଲେଖ କରିଛନ୍ତି ।

ସେ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି, ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଗୁଳିମାଡର ଶିକାର ହାତୀ କଷ୍ଟ ପାଉଥିବା ବେଳେ ରାଜ୍ୟ ସରକାର ଓ ବନ ବିଭାଗ ଚିନ୍ତିତ ନ ଥିବା ଭଳି ଲାଗୁଛି । ଆସାମ ଢାଞ୍ଚାରେ ଓଡିଶାରେ ମଧ୍ୟ ଆଇନର ସଂଶୋଧନ କରାଯିବାକୁ ଆବେଦନ କରିଛନ୍ତି ଗୀତା। ଏପରିକି ବନ୍ୟଜନ୍ତୁ ଶିକାର ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଲାଗୁ କରିବାକୁ  ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଗୁହାରୀ ଜଣାଇଛନ୍ତି।

ଗତ ୫ବର୍ଷ ଭିତରେ ବନ୍ୟଜନ୍ତୁ ବିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ସରକାରଙ୍କ ନିକଟରୁ ଜବାବ ତଲବ କରାଯାଉ। କେତେଜଣ ଅଭିଯୁକ୍ତଙ୍କୁ ହାତୀ ଶିକାର ପାଇଁ ଗିରଫ କରାଯାଇଛି, ସେ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହି ମାମଲାରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ପ୍ରମୁଖ ବନ ସଂରକ୍ଷକ, ରାଜ୍ୟ ମୁଖ୍ୟ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ,  ନରସିଂହପୁରର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଜୟପୁର ସଂରକ୍ଷିତ ଜଙ୍ଗଲରେ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ଦନ୍ତାହାତୀ ମୃତ୍ୟୁ ସହ ସଂଗ୍ରାମ କରୁଛି। ହାତୀର ମୁଣ୍ଡ, ଗୋଡ଼, କାନ, କାନ୍ଧ ଓ ପେଟରେ  ୬ଟି  ଗୁଳି ବାଜିଥିବାବେଳେ ଗୋଡ଼ରେ ସେପ୍ଟିସେମିଆ ହୋଇଯାଇଛି । ଯନ୍ତ୍ରଣାରେ ଛଟପଟ ହାତୀଟି ଭୋକ ଉପାସରେ ପଡି ରହିଥିବାରୁ ତାକୁ ଖାଇବାକୁ ଆମ୍ବ ଓ ଗଛର ଡାଳ ଦିଆଯାଉଛି  । ସାତକୋଶିଆ ଅଭୟାରଣ୍ୟରୁ ଆସିଥିବା ପ୍ରାଣୀ ବିଶେଷଜ୍ଞ ଓ ନନ୍ଦନକାନନରୁ ଆସିଥିବା ଟିମ୍ ହାତୀକୁ ଚିକିତ୍ସା କରୁଛନ୍ତି  ।

ବୁଧବାର ପିସିସିଏଫ ଶଶୀ ପଲ ଘଟଣାସ୍ଥଳକୁ ଯାଇ ହାତୀର ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ହାତୀ ଦେହରେ ଥିବା କ୍ଷତ ୧୫ ଦିନ ତଳର ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି।  ଏହି ଘଟଣା ପାଇଁ  ଯିଏ ଦାୟୀ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story