କରୋନା କାଳରେ କନ୍ଦାଉଛି ପେଟ୍ରୋଲ, ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ହୁ ହୁ ହୋଇ ବଢୁଛି  ପେଟ୍ରୋଲ୍ ଓ ଡିଜେଲ୍ ଦର । କରୋନା କାଳରେ  ରେକର୍ଡ ଭାଙ୍ଗିଛି ପେଟ୍ରୋଲ୍ ଦର।  ପେଟ୍ରୋଲ୍ ଲିଟର ପିଛା ୮୪ ଟଙ୍କା ଟପିଥିବା ବେଳେ, ଡିଜେଲ୍ ୮୦ ଟପିଛି । ଫଳରେ ସାଧାରଣ ଜନତାଙ୍କୁ ଏହି ଦର ଖୁବ୍‌ ବାଧୁଛି। କରୋନା କାଳରେ ଗାଡ଼ିର ସେଭଳି ବିଶେଷ ଉପଯୋଗ ହେଉନଥିବାରୁ ଦର ଉଚ୍ଚା ଥିଲେ ବି ଚଳିଯାଉଥିଲା । […]

petrol

petrol

Tapas Behera
  • Published: Sunday, 06 December 2020
  • Updated: 06 December 2020, 07:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ହୁ ହୁ ହୋଇ ବଢୁଛି  ପେଟ୍ରୋଲ୍ ଓ ଡିଜେଲ୍ ଦର । କରୋନା କାଳରେ  ରେକର୍ଡ ଭାଙ୍ଗିଛି ପେଟ୍ରୋଲ୍ ଦର।  ପେଟ୍ରୋଲ୍ ଲିଟର ପିଛା ୮୪ ଟଙ୍କା ଟପିଥିବା ବେଳେ, ଡିଜେଲ୍ ୮୦ ଟପିଛି । ଫଳରେ ସାଧାରଣ ଜନତାଙ୍କୁ ଏହି ଦର ଖୁବ୍‌ ବାଧୁଛି। କରୋନା କାଳରେ ଗାଡ଼ିର ସେଭଳି ବିଶେଷ ଉପଯୋଗ ହେଉନଥିବାରୁ ଦର ଉଚ୍ଚା ଥିଲେ ବି ଚଳିଯାଉଥିଲା । ହେଲେ ଏବେ ସ୍ଥିତି ସୁଧୁରିବା ପରେ, ସମସ୍ତେ ଯେତେବେଳେ ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି, ତୈଳ ଦର ପିଠିରେ ଶକ୍ତ ବିଧା ବସାଉଛି ।

ଆଜି ପେଟ୍ରୋଲ୍ ଲିଟର ପିଛା ୨୯ ପଇସା ବଢି ୮୪ ଟଙ୍କା ୫ ପଇସା ହୋଇଥିବା ବେଳେ, ଡିଜେଲ୍ ଲିଟର ପିଛା ୩୨ ପଇସା ବଢି ୮୦ ଟଙ୍କା ୧୯ ପଇସା ହୋଇଛି ।  ଗତ ୧୬ ଦିନରେ ଉଭୟଙ୍କ ଦାମ୍ ୧୪ ଥର ବଢିଲାଣି  । ନଭେମ୍ବର ୨୦ରୁ ଡିସେମ୍ବର ୬ ଭିତରେ ପେଟ୍ରୋଲ ଦର ଲିଟର ପ୍ରତି ୨ ଟଙ୍କା ୨୧ ପଇସା ଓ ଡିଜେଲ ଦର ୩ ଟଙ୍କା ୨୧ ପଇସା ବୃଦ୍ଧି ପାଇଛି । ଓଡ଼ିଶାରେ ୨୦୧୮ରେ ପେଟ୍ରୋଲ ଦର ଏଭଳି ଆଶାତୀତ ବଢ଼ିଥିଲେ ମଧ୍ୟ, ଅକ୍ଟୋବର ୪ରେ ଦାମ୍ ସର୍ବୋଚ୍ଚ ୮୨ ଟଙ୍କା ୮୯ ପଇସାରେ ପହଞ୍ଚି, ପୁଣି ତଳକୁ ଖସିଥିଲା। ହେଲେ ୨ ବର୍ଷ ପରେ ତୈଳ ଦର ଏଭଳି ଆକାଶଛୁଆଁ ହେବାରୁ ଖାଉଟିଙ୍କ ଚିନ୍ତା ବଢିଛି।  ତେବେ ଆମେରିକା ନିର୍ବାଚନ ଓ କିଛି ଦେଶର ଆଭ୍ୟନ୍ତରୀଣ ସମସ୍ୟା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧି ପାଇଥିବାରୁ ଏଭଳି ଘଟିଥିବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଦେଶରେ ଏବେ ବିଶୋଧିତ ପେଟ୍ରୋଲ୍ର ବେସିକ୍ ମୂଲ୍ୟ ଲିଟର ପ୍ରତି ମାତ୍ର ୨୭ ଟଙ୍କା ୯୫ ପଇସା ରହିଛି।  ହେଲେ ସେଥିରେ କେନ୍ଦ୍ରର ୩୨ ଟଙ୍କା ୯୮ ପଇସା ଉତ୍ପାଦନ ଶୁଳ୍କ, ରାଜ୍ୟର ୧୯ ଟଙ୍କା ୪୯ ପଇସା ଭାଟ୍ ଓ ବ୍ୟବସାୟୀଙ୍କ ଲାଭାଂଶ ମିଶି, ଦର ପ୍ରାୟ ୩ ଗୁଣା ବଢିଯାଉଛି। କରୋନା ଲକ୍‌ଡାଉନ ବେଳେ, ଗାଡ଼ି ଚଳାଚଳ କମିବା ସହ ପେଟ୍ରୋଲ୍ ଓ ଡିଜେଲ୍ ଚାହିଦା ବି କମିଥିଲା । ଫଳରେ ସରକାରଙ୍କ ତୈଳ ରାଜସ୍ୱ ହ୍ରାସ ପାଇବାରୁ ମେ ୬ ରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଓ ଡିଜେଲ ୧୩ ଟଙ୍କା ଉତ୍ପାଦନ ଶୁଳ୍କ ବଢ଼ାଇଥିଲେ।  ଏହାର ୧୦ ଦିନ ପରେ ଓଡ଼ିଶା ସରକାର ପେଟ୍ରୋଲରେ ଭାଟ୍ ୨୬ରୁ ୩୨ ପ୍ରତିଶତକୁ ଓ ଡିଜେଲରେ ୨୬ରୁ ୨୮ ପ୍ରତିଶତକୁ ବଢ଼ାଇଥିଲେ । ତେବେ ସ୍ଥିତି ସୁଧୁରିବା ସହ ଗାଡ଼ି ଚଳାଚଳ ବଢିଥିବାରୁ, ଉଭୟ ସରକାର ଟିକସ କମାଇବା ନେଇ ବିଚାର କରିବାର ସମୟ ଆସିଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସଂପାଦକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story