କିଏ ଖୋଜି ଆଣିବ ସୀମାଞ୍ଚଳକୁ? ବିସ୍ଫୋରଣ ସ୍ଥଳରେ ଭାଇକୁ ଖୋଜୁଛି ଭଉଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋ ଭାଇ କେଉଁଠି… ତାକୁ ଖୋଜି ଦିଅ। ଗତକାଲିଠାରୁ ସେ ମୋ’ ଫୋନ୍‌ ଉଠାଉନି। ତା’ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରହିଛି। ଏପରି କୋହଭରା କଣ୍ଠରେ କହୁଛନ୍ତି ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ନିଖୋଜ ସୀମାଞ୍ଚଳଙ୍କ ଭଉଣୀ ମଞ୍ଜୁଳା ପରିଡ଼ା। ଗତକାଲି ମଞ୍ଜୁଳା ନିଜ ଭାଇ ପାଇଁ ବସ୍‌ରେ ପାର୍ସଲ ପଠାଇଥିଲେ। ସେ(ସୀମାଞ୍ଚଳ) ପାର୍ସଲ ପାଇଲା କି ନାହିଁ ଜାଣିବା ପାଇଁ ଫୋନ୍‌ କରିଥିଲେ ଭଉଣୀ ମଞ୍ଜୁଳା। ହେଲେ ତା’ ଫୋନ୍‌ ସୁଇଚ୍‌ […]

bbsr-blast

bbsr-blast

Manoranjan Sial
  • Published: Thursday, 08 October 2020
  • Updated: 08 October 2020, 08:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋ ଭାଇ କେଉଁଠି... ତାକୁ ଖୋଜି ଦିଅ। ଗତକାଲିଠାରୁ ସେ ମୋ’ ଫୋନ୍‌ ଉଠାଉନି। ତା’ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରହିଛି। ଏପରି କୋହଭରା କଣ୍ଠରେ କହୁଛନ୍ତି ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ନିଖୋଜ ସୀମାଞ୍ଚଳଙ୍କ ଭଉଣୀ ମଞ୍ଜୁଳା ପରିଡ଼ା।

ଗତକାଲି ମଞ୍ଜୁଳା ନିଜ ଭାଇ ପାଇଁ ବସ୍‌ରେ ପାର୍ସଲ ପଠାଇଥିଲେ। ସେ(ସୀମାଞ୍ଚଳ) ପାର୍ସଲ ପାଇଲା କି ନାହିଁ ଜାଣିବା ପାଇଁ ଫୋନ୍‌ କରିଥିଲେ ଭଉଣୀ ମଞ୍ଜୁଳା। ହେଲେ ତା’ ଫୋନ୍‌ ସୁଇଚ୍‌ ଅଫ୍‌ କହୁଛି। ଆଉ ରାତିରେ ଗୋଟିଏ ଭିଡିଓ ଦେଖି ବିଚଳିତ ହୋଇ ପଡ଼ିଲେ ମଞ୍ଜୁଳା। କିଛି ଉପାୟ ନପାଇ ଗାଡ଼ି କରି ଗଂଜାମରୁ ରାଜଧାନୀ ଭୁବନେଶ୍ୱରକୁ ଧାଇଁ ଆସିଲେ। କିନ୍ତୁ ରାଜଧାନୀରେ ସେ ଭାଇକୁ ପାଉନାହାନ୍ତି। ଭାଇ କୁଆଡ଼େ କ୍ୟାପିଟାଲ୍‌ ହସ୍ପିଟାଲରେ ଥିବେ ଭାବି, ସେଠାକୁ ଯାଇଥିଲେ। ମାତ୍ର ସେଠାରୁ ନିରାଶ ହୋଇ ଫେରିଲେ। ପରେ କଟକ ଏସ୍‌ସିବି ଯାଇ ଚିକିତ୍ସିତ ହେଉଥିବା ଆହତଙ୍କ ସହିତ କଥା ହୋଇଥିଲେ। ଏପରିକି ସୀମାଞ୍ଚଳଙ୍କ ବିଷୟରେ ସେମାନଙ୍କୁ ମଞ୍ଜୁଳା ଓ ତାଙ୍କ ପରିବାର ଲୋକେ ପଚାରିଥିଲେ। ହେଲେ ସେଠାରୁ ସମସ୍ତେ ନିରାଶ ହୋଇ ଫେରିଛନ୍ତି। ତାହାହେଲେ ସୀମାଞ୍ଚଳ ଏବେ କେଉଁଠି?

ଆସିକା ଗହଙ୍ଗୁ ଗାଁରେ ସୀମାଞ୍ଚଳଙ୍କ ଘର। ସେ ଜଣେ ଡିପ୍ଲୋମା ଇଂଜିନିୟରିଂ ପାସ୍‌ କଲା ପରେ ଏଲ୍‌ପିଜିରେ ଚାକିରି କରୁଥିଲେ। କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ଗତକାଲି ବିସ୍ଫୋରଣ ପରଠାରୁ ତାଙ୍କ ପତ୍ତା ମିଳୁନି। ତେବେ ଆଇଓସିଏଲ୍‌ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସୀମାଞ୍ଚଳଙ୍କ ଏଟିଏମ୍‌ ଓ ମନିପର୍ସ ବିସ୍ଫୋରଣ ସ୍ଥଳରୁ ମିଳିଥିବା ପରିବାର ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story