ଓଲଟି ପଡ଼ିଲା ଟ୍ୟାଙ୍କର, ବୋହିନେଲେ ପେଟ୍ରୋଲ୍‌

ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର): ବିଚ୍‌ ରାସ୍ତାରେ ଓଲଟି ପଡ଼ିଲା ପେଟ୍ରୋଲ୍‌ ଟ୍ୟାଙ୍କର। ଆଉ ଏହାର ସୁଯୋଗ ନେଇ ସ୍ଥାନୀୟ ଲୋକେ ବୋହିନେଲେ ପେଟ୍ରୋଲ୍‌। ଆଜି ଏପରି ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ୍‌ ଉପରେ ଘଟିଛି। ପାରାଦୀପରୁ ଛତ୍ରପୁର ଯାଉଥିବା ଏକ ପେଟ୍ରୋଲ୍‌ ଟ୍ୟାଙ୍କର ୧୬ ନମ୍ୱର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ୍‌ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ୟାଙ୍କର ଭିତରେ ଥିବା ସବୁ ପେଟ୍ରୋଲ ରାସ୍ତାରେ ଢ଼ାଳି ହୋଇଯାଇଥିଲା। ସ୍ଥାନୀୟ ଲୋକେ […]

Petrol

Petrol

Manoranjan Sial
  • Published: Monday, 14 February 2022
  • Updated: 14 February 2022, 06:45 PM IST

Sports

Latest News

ବାଲୁଗାଁ(ଶକ୍ତିପ୍ରସାଦ ମହାପାତ୍ର): ବିଚ୍‌ ରାସ୍ତାରେ ଓଲଟି ପଡ଼ିଲା ପେଟ୍ରୋଲ୍‌ ଟ୍ୟାଙ୍କର। ଆଉ ଏହାର ସୁଯୋଗ ନେଇ ସ୍ଥାନୀୟ ଲୋକେ ବୋହିନେଲେ ପେଟ୍ରୋଲ୍‌। ଆଜି ଏପରି ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ୍‌ ଉପରେ ଘଟିଛି।

ପାରାଦୀପରୁ ଛତ୍ରପୁର ଯାଉଥିବା ଏକ ପେଟ୍ରୋଲ୍‌ ଟ୍ୟାଙ୍କର ୧୬ ନମ୍ୱର ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ୍‌ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ୟାଙ୍କର ଭିତରେ ଥିବା ସବୁ ପେଟ୍ରୋଲ ରାସ୍ତାରେ ଢ଼ାଳି ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେବା ବଦଳରେ ବୋହିନେଲେ। କିଲ ବାଲ୍‌ଟିରେ ତ ଆଉ କିଏ ମଗ ଓ ପଲ୍‌ଥିନ୍‌ରେ ପେଟ୍ରୋଲ୍‌ ଭର୍ତ୍ତି କରି ବୋହି ନେଉଛନ୍ତି। ପେଟ୍ରୋଲ୍‌ ବିପଦ ସତ୍ତ୍ୱେ ଲୋକେ ନେଉଥିବା ଦେଖିବାକୁ ମିଳିଛି।

ରାସ୍ତା ଉପରେ ପେଟ୍ରୋଲ୍‌ ଢ଼ାଳି ହୋଇ ଲହଡ଼ି ମାରୁଛି। ତାହାରି ଉପରେ ଅନ୍ୟ ଗାଡ଼ି ଗୁଡ଼ିକ ମଧ୍ୟ ଯାଉଛି। ଯାହା ବିପଦପୂର୍ଣ୍ଣ ବୋଲି ଅନୁମାନ କରାଯାଉଛି। ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଚଳାଚଳ ବନ୍ଦ ରଖିଛି। ଏପରିକି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସେପଟେ ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସୁସ୍ଥ ଥିଲେ ମଧ୍ୟ ହେଲ୍‌ପର ଆହତ ହୋଇଛନ୍ତି। ତାଙ୍କୁ ବାଲୁଗାଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story