ଫାର୍ମାସିଷ୍ଟ ଏଣିକି ରୋଗୀ ଦେଖିବେ, ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଫାର୍ମାସିଷ୍ଟ ଦେଖିବେ ରୋଗୀ ଓ ଲେଖିବେ ପ୍ରେସ୍‌କ୍ରିପ୍‌ସନ୍‌। ରାଜ୍ୟରେ ଦେଖାଦେଇଥିବା ଡାକ୍ତର ଅଭାବ ପୂରଣ ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ମାତ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଡାକ୍ତର। ସେମାନଙ୍କ ଯୁକ୍ତି ହେଲା, ବିନା ଡାକ୍ତରଙ୍କ ପରାମର୍ଶରେ ଫାର୍ମାସିଷ୍ଟମାନେ ଆଣ୍ଟି ବାୟୋଟିକ୍‌ ମେଡିସିନ ଲେଖିବା ଅନୁଚିତ। ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ନୂଆ ଅଫିସ୍‌ ଅର୍ଡରରେ ଲେଖାଯାଇଛି, କେଉଁ ରୋଗ ପାଇଁ ଫାର୍ମାସିଷ୍ଟ କେଉଁ ଔଷଧ […]

pharmacist

pharmacist

Manoranjan Sial
  • Published: Thursday, 23 September 2021
  • Updated: 23 September 2021, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଫାର୍ମାସିଷ୍ଟ ଦେଖିବେ ରୋଗୀ ଓ ଲେଖିବେ ପ୍ରେସ୍‌କ୍ରିପ୍‌ସନ୍‌। ରାଜ୍ୟରେ ଦେଖାଦେଇଥିବା ଡାକ୍ତର ଅଭାବ ପୂରଣ ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ମାତ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଡାକ୍ତର। ସେମାନଙ୍କ ଯୁକ୍ତି ହେଲା, ବିନା ଡାକ୍ତରଙ୍କ ପରାମର୍ଶରେ ଫାର୍ମାସିଷ୍ଟମାନେ ଆଣ୍ଟି ବାୟୋଟିକ୍‌ ମେଡିସିନ ଲେଖିବା ଅନୁଚିତ।

ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ନୂଆ ଅଫିସ୍‌ ଅର୍ଡରରେ ଲେଖାଯାଇଛି, କେଉଁ ରୋଗ ପାଇଁ ଫାର୍ମାସିଷ୍ଟ କେଉଁ ଔଷଧ ଦେବେ? ଏଥିସହ ଫାର୍ମାସିଷ୍ଟ୍‌ମାନେ ଆଣ୍ଟି ବାୟୋଟିକ୍‌ ମେଡିସିନ ଦେଇପାରିବେ। ଯେମିତିକି ଆଜିଥ୍ରୋମାଇସିନ, ଆମୋକ୍ସିଲିନ, ସାଇପ୍ରୋଫ୍ଲୋକ୍ସାସିନ ଭଳି ବହୁ ଆଣ୍ଟିବାୟୋଟିକ ମେଡିସିନ ଫାର୍ମାସିଷ୍ଟମାନେ ରୋଗୀଙ୍କ ପାଇଁ ଲେଖିପାରିବେ। ଯାହାକୁ ନେଇ ଆରମ୍ଭ ହୋଇଛି ବିତର୍କ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡାକ୍ତରଙ୍କ ବିନା ସୁପାରିଶରେ ଫାର୍ମାସିଷ୍ଟମାନେ ଆଣ୍ଟିବାୟୋଟିକ ମେଡିସିନ ଦେବା କଥା ନୁହେଁ। କାରଣ ସେମାନେ ଏ ପାଠ ପଢ଼ିନାହାନ୍ତି।

ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ପୂର୍ବରୁ ଏହି ବ୍ୟବସ୍ଥା ଥିଲା। ଡ୍ରଗସ୍‌ କଣ୍ଟ୍ରୋଲଙ୍କ ପରାମର୍ଶରେ ଏବେ କିଛି ମେଡିସିନ୍‌ ତାଲିକାରେ ଯୋଡାଯାଇଛି।

ରାଜ୍ୟରେ ମୋଟ୍‌ ଡାକ୍ତର ପଦବୀ ସଂଖ୍ୟା ୮,୭୧୯ ରହିଛି। ସେଥିରୁ ଚଳିତବର୍ଷ ମାର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ ପଦବୀ ଖାଲିଥିଲା। ଏବେ ଡାକ୍ତର ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା ବେଳେ ପାଖାପାଖି ୧୭୦୦ ପଦବୀ ଖାଲି ରହିଛି। ତେଣୁ ଏଭଳି ସ୍ଥିତିରେ ଡାକ୍ତର ଅଭାବ ପୂରଣ ପାଇଁ ଫାର୍ମାସିଷ୍ଟଙ୍କ ଉପରେ ଭରସା କରିଛନ୍ତି ସରକାର। ହେଲେ ସେମାନେ ବିନା ଡାକ୍ତରୀ ଡିଗ୍ରୀରେ ଆଣ୍ଟିବାୟୋଟିକ୍‌ ମେଡିସିନ କେମିତି ଦେବେ? ତାହା ଏବେ ବିତର୍କର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story