ଫୁଲବାଣୀ:  ସୋସିଆଲ ମିଡିଆରେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଛାଡିବା ଅଭିଯୋଗରେ ଜଣେ ଗିରଫ

ଫୁଲବାଣୀ: ସୋସିଆଲ ମିଡିଆରେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଛାଡିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ସୌମ୍ୟରଂଜନ ବେହେରା। ଗୁରବାର ରାତିରେ ଫୁଲବାଣୀ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରିଛି। ସୂଚନା ଅନୁସାରେ ଉଭୟ ଯୁବକ ଓ ଯୁବତୀ ସହରର ଏକ କଲେଜରେ ପଢୁଥିବା ସମୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହାର ସୁଯୋଗ ନେଇ ଯୁବକ ଜଣକ ଯୁବତୀଙ୍କ ସହ ଅନ୍ତରଙ୍କ ମୁହୂର୍ତ୍ତର ଫଟୋ ଓ ଭିଡିଓ […]

giraphafa

giraphafa

Rakesh Mallick
  • Published: Saturday, 11 July 2015
  • Updated: 11 July 2015, 04:05 AM IST

ଫୁଲବାଣୀ: ସୋସିଆଲ ମିଡିଆରେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଛାଡିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ସୌମ୍ୟରଂଜନ ବେହେରା। ଗୁରବାର ରାତିରେ ଫୁଲବାଣୀ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରିଛି। ସୂଚନା ଅନୁସାରେ ଉଭୟ ଯୁବକ ଓ ଯୁବତୀ ସହରର ଏକ କଲେଜରେ ପଢୁଥିବା ସମୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହାର ସୁଯୋଗ ନେଇ ଯୁବକ ଜଣକ ଯୁବତୀଙ୍କ ସହ ଅନ୍ତରଙ୍କ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ଏହି ଚିତ୍ର ସୋସିଆଲ ମିଡିଆରେ ଛଡାଯିବା ପରେ ଯୁବତୀଙ୍କ ବାପା ଥାନାରେ ମାମଲା ଦାଏର କରିଥିଲେ। ଘଟଣାରେ ପୋଲିସ ଜଣକୁ ଗିରଫ କରିବା ସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story