ବିବାହ ପ୍ରତିଶ୍ରୁତି ଦେଇ ଫିଜିକାଲ ରିଲେସନ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ଦୁଷ୍କର୍ମ ସଂପର୍କରେ ହାଇକୋର୍ଟଙ୍କ ଏକ ବଡ଼ ରାୟ। ବିବାହ ପ୍ରତିଶ୍ରୁତି  ଦେଇ ଶାରୀରିକ ସଂପର୍କ ହେଲେ, ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇ ପାରିବ ନାହିଁ । ଏକ ଜାମିନ ଆବେଦନର ଶୁଣାଣି କରି  ଏହି ରାୟ ଦେଇଛନ୍ତି ହାଇକୋର୍ଟ । ସଂପୃକ୍ତ ମାମଲାର ଅଭିଯୁକ୍ତକୁ ଜାମିନ ଦେବାକୁ ତଳକୋର୍ଟଙ୍କୁ କହିଛନ୍ତି ହାଇକୋର୍ଟ। ୨୦୧୯ ନଭେମ୍ବର ୨୭ରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନାରେ ଜଣେ ୧୯ ବର୍ଷୀୟ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।  ନିଜ […]

Orissa High Court

Orissa High Court

Tapas Behera
  • Published: Saturday, 23 May 2020
  • Updated: 23 May 2020, 08:50 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦୁଷ୍କର୍ମ ସଂପର୍କରେ ହାଇକୋର୍ଟଙ୍କ ଏକ ବଡ଼ ରାୟ। ବିବାହ ପ୍ରତିଶ୍ରୁତି  ଦେଇ ଶାରୀରିକ ସଂପର୍କ ହେଲେ, ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇ ପାରିବ ନାହିଁ । ଏକ ଜାମିନ ଆବେଦନର ଶୁଣାଣି କରି  ଏହି ରାୟ ଦେଇଛନ୍ତି ହାଇକୋର୍ଟ । ସଂପୃକ୍ତ ମାମଲାର ଅଭିଯୁକ୍ତକୁ ଜାମିନ ଦେବାକୁ ତଳକୋର୍ଟଙ୍କୁ କହିଛନ୍ତି ହାଇକୋର୍ଟ।

୨୦୧୯ ନଭେମ୍ବର ୨୭ରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନାରେ ଜଣେ ୧୯ ବର୍ଷୀୟ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।  ନିଜ ଗାଁର ଅଚ୍ୟୁତ କୁମାର ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିବା, ଏପରିକି ୨ ଥର ଗର୍ଭବତୀ ମଧ୍ୟ ହୋଇଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ।  ଏହାର ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । କୋରାପୁଟ ଜୟପୁର ସ୍ୱତନ୍ତ୍ର ସେସନ୍ସ କୋର୍ଟ ଅଭିଯୁକ୍ତର ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।  ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ ଅଭିଯୁକ୍ତ । ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଜାମିନ ଦେବା ପାଇଁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇ ହାଇକୋର୍ଟ କହିଛନ୍ତି, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ହେଲେ, ତାକୁ ଦୁଷ୍କର୍ମର ଆଖ୍ୟା ଦେବା ଠିକ ଲାଗୁ ନାହିଁ ।

ଯେତେବେଳେ ଯୁବତୀ ଜଣକ ନିଜ ଇଚ୍ଛାରେ ସଂପର୍କ ରଖୁଛନ୍ତି, ସେତେବେଳେ ଦୁଇ ଜଣ ବ୍ୟକ୍ତିଙ୍କ ସଂପର୍କକୁ ନେଇ ଦୁଷ୍କର୍ମ ଆଇନ ପ୍ରୟୋଗ କରାଯିବା ଠିକ୍ ନୁହେଁ।  ତେବେ ଏପରି ଘଟଣାରେ ଦୁର୍ବଳ, ଗରିବ ଶ୍ରେଣୀର ମହିଳା ସମସ୍ୟାରେ ପଡୁଛନ୍ତି ଏବଂ ଦୁଷ୍କର୍ମ ଆଇନ ସେମାନଙ୍କର ସମସ୍ୟାର ସମାଧାନ କରିପାରୁନଥିବା କହି ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story