ସନ୍ଦେହରେ ଲୋକେ ପିଛା କରିଥିଲେ, ଦ୍ରୁତ ଗତିରେ ପଳାଉଥିବା ବେଳେ ଓଲଟି ପଡ଼ିଲା

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ପାଇକ ତିଗିରିଆ ସ୍ଥିତ ଆରଆଇ ଅଫିସ୍‌ ନିଟରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ମିଳିପାରି ନାହିଁ। ଭ୍ୟାନରେ ଥିବା ୨ଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପିକ୍‌ଅପ୍ ଭ୍ୟାନ୍‌ରେ ଗୋରୁ ଚାଲାଣ ହେଉଥିବା ସନ୍ଦେହ କରି ଲୋକେ ଏହାକୁ ପିଛା କରିଥିଲେ। ଭୟରେ ଡ୍ରାଇଭର ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା।  

died

Jitendra Garnayak
  • Published: Monday, 28 January 2019
  • , Updated: 28 January 2019, 12:51 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ପାଇକ ତିଗିରିଆ ସ୍ଥିତ ଆରଆଇ ଅଫିସ୍‌ ନିଟରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ମିଳିପାରି ନାହିଁ।

ଭ୍ୟାନରେ ଥିବା ୨ଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ପିକ୍‌ଅପ୍ ଭ୍ୟାନ୍‌ରେ ଗୋରୁ ଚାଲାଣ ହେଉଥିବା ସନ୍ଦେହ କରି ଲୋକେ ଏହାକୁ ପିଛା କରିଥିଲେ। ଭୟରେ ଡ୍ରାଇଭର ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା।

 

Related story