ଜଳିଗଲା ପାଇପ୍ ଗୋଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଲୋକର ପର୍ବ ଦୀପାପଳିରେ ଘଟିଛି ଅଘଟଣ। ଭୁବନେଶ୍ୱର ଷ୍ଟେସନ ବଜାର ଛକ ଥିବା ଗର୍ଗ ଟ୍ରେଡିଂ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଗୋଦାମଟି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ବୋଲି କୁହାଯାଉଛି। ତେବେ କିଭଳି ନିଆଁ ଲାଗିଲା ତାହା ଜଣା ପଡ଼ିନାହିଁ। ଏନେଇ ଗୋଦାମ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଗତକାଲି ରାତିରେ ଗୋଦାମ ମାଲିକ ଦୀପାବଳି […]

fire999

fire999

Tapaswini Nayak
  • Published: Wednesday, 07 November 2018
  • Updated: 07 November 2018, 08:17 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଲୋକର ପର୍ବ ଦୀପାପଳିରେ ଘଟିଛି ଅଘଟଣ। ଭୁବନେଶ୍ୱର ଷ୍ଟେସନ ବଜାର ଛକ ଥିବା ଗର୍ଗ ଟ୍ରେଡିଂ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଗୋଦାମଟି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ବୋଲି କୁହାଯାଉଛି।

ତେବେ କିଭଳି ନିଆଁ ଲାଗିଲା ତାହା ଜଣା ପଡ଼ିନାହିଁ। ଏନେଇ ଗୋଦାମ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ରାତିରେ ଗୋଦାମ ମାଲିକ ଦୀପାବଳି ଅବସରରେ ଦୀପ ଜାଳି ଘରକୁ ଯିବା ପରେ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡ ନେଇ ତଦନ୍ତ ଜାରି ରହିଛି।

ଦମକଳ ବାହିନୀର କର୍ମଚାରୀ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ହଠାତ୍‌ ଗୋଦାମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଗୋଦାମରେ କେବଳ ପ୍ଲାଷ୍ଟିକ ପାଇପ ଓ ବିଭିନ୍ନ ଉପକରଣ ଥିବାରୁ ନିଆଁ ପ୍ରକୋପ ସଙ୍ଗେସଙ୍ଗେ ବଢିବାରେ ଲଗିଥିଲା। ଘଟଣାସ୍ଥଳରେ ୮ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ।

ପ୍ରାୟ ୩ରୁ ୪ଘଣ୍ଟାର କସରତ ପରେ ନିଆଁ ଆୟତ ହୋଇଥିଲା। ଗୋଦାମରେ ବାୟୁ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ କବାଟ ଝରକା ଭାଙ୍ଗି ନିଆଁକୁ ଆୟତ କରାଯାଇଥିଲା। ପ୍ଲାଷ୍ଟିକ ଗୋଦାମଟି ସଂପୂର୍ଣ୍ଣ ପୋଡ଼ି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story