ଝୁଲିଲା ପାଇପ୍ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ପ୍ରକଳ୍ପର ଭାଗ୍ୟ

ଭୁବନେଶ୍ୱର: ଝୁଲିଲା ପାଇପ୍ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ପ୍ରକଳ୍ପର ଭାଗ୍ୟ। ରାଜ୍ୟ ସରକାରଙ୍କ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟନରାନ୍ସ କମିଟି ଏହି ପ୍ରକଳ୍ପକୁ ମଞ୍ଜୁରୀ ନ ଦେବା ପରେ ଏପରି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତ,“ଏହା ପଛରେ ସେ ରାଜନୈତିକ ଗନ୍ଧ ବାରୁ ନ ଥିଲେ ବି କିଛି ଯାଞ୍ଚ ପାଇଁ ହୁଏତ ସରାକର ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇନାହାନ୍ତି।” ଏପଟେ ବିଜେଡି କହିଛି,“ଗ୍ୟାସ୍ ଅଥରିଟି ଅଫ ଇଣ୍ଡିଆର ଏହି ପ୍ରକଳ୍ପ […]

gas

Rakesh Mallick
  • Published: Sunday, 04 June 2017
  • , Updated: 04 June 2017, 09:36 PM IST

ଭୁବନେଶ୍ୱର: ଝୁଲିଲା ପାଇପ୍ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ପ୍ରକଳ୍ପର ଭାଗ୍ୟ। ରାଜ୍ୟ ସରକାରଙ୍କ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟନରାନ୍ସ କମିଟି ଏହି ପ୍ରକଳ୍ପକୁ ମଞ୍ଜୁରୀ ନ ଦେବା ପରେ ଏପରି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତ,“ଏହା ପଛରେ ସେ ରାଜନୈତିକ ଗନ୍ଧ ବାରୁ ନ ଥିଲେ ବି କିଛି ଯାଞ୍ଚ ପାଇଁ ହୁଏତ ସରାକର ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇନାହାନ୍ତି।”

ଏପଟେ ବିଜେଡି କହିଛି,“ଗ୍ୟାସ୍ ଅଥରିଟି ଅଫ ଇଣ୍ଡିଆର ଏହି ପ୍ରକଳ୍ପ କେବଳ ଭୁବନେଶ୍ୱରର ନାଲକୋ ନଗର ଓ ଏମ୍‌ସିଏଲ୍‌ କଲୋନୀ ଲୋକଙ୍କ ପାଇଁ ପ୍ରସ୍ତାବ ଥିବାରୁ ସରକାର ଏହାକୁ ବିଳମ୍ବିତ କରିଛନ୍ତି। ଭୁବନେଶ୍ୱର ଓ କଟକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ଦେବାକୁ ଗେଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।”

Related story