‘ଅସୀମ ଓଡ଼ିଶା’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଠିତ ‘ଅସୀମ ଓଡ଼ିଶା’ ପକ୍ଷରୁ ବନୀକରଣ ଉଦ୍ଦେଶ୍ୟରେ ଗତକାଲି ଭୁବନେଶ୍ୱରର କେତେକ ଅଞ୍ଚଳରେ ମଞ୍ଜି ରୋପଣ କରାଯାଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପଳାସୁଣୀଠାରୁ ଦୟା ବ୍ରିଜ ମଧ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ଏହି ମଞ୍ଜି ରୋପଣ କରାଯାଇଛି। ସାଧାରଣତଃ ବନୀକରଣ ପାଇଁ ବୃକ୍ଷରୋପଣ କରାଯାଉଥିଲା ବେଳେ ‘ଅସୀମ ଓଡ଼ିଶା’ ପକ୍ଷରୁ ଏହି ଅଭିନବ କାର୍ଯ୍ୟକ୍ରମ କରାଯାଇଛି। ଅସୀମ ଓଡ଼ିଶାର ବରିଷ୍ଠ ସଦସ୍ୟ ଜଗନ୍ନାଥ ପ୍ରସାଦ ଉଦଗାତା, […]

od1

od1

Puspanjali Panda
  • Published: Monday, 22 July 2019
  • Updated: 22 July 2019, 07:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଠିତ ‘ଅସୀମ ଓଡ଼ିଶା’ ପକ୍ଷରୁ ବନୀକରଣ ଉଦ୍ଦେଶ୍ୟରେ ଗତକାଲି ଭୁବନେଶ୍ୱରର କେତେକ ଅଞ୍ଚଳରେ ମଞ୍ଜି ରୋପଣ କରାଯାଇଛି।

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପଳାସୁଣୀଠାରୁ ଦୟା ବ୍ରିଜ ମଧ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ଏହି ମଞ୍ଜି ରୋପଣ କରାଯାଇଛି। ସାଧାରଣତଃ ବନୀକରଣ ପାଇଁ ବୃକ୍ଷରୋପଣ କରାଯାଉଥିଲା ବେଳେ ‘ଅସୀମ ଓଡ଼ିଶା’ ପକ୍ଷରୁ ଏହି ଅଭିନବ କାର୍ଯ୍ୟକ୍ରମ କରାଯାଇଛି।

ଅସୀମ ଓଡ଼ିଶାର ବରିଷ୍ଠ ସଦସ୍ୟ ଜଗନ୍ନାଥ ପ୍ରସାଦ ଉଦଗାତା, ସୀତାବଲ୍ଲଭ ମହାପାତ୍ର, ଗୁରୁକଲ୍ୟାଣ ମହାପାତ୍ର, ନରେଶ ରଥ ଏବଂ ଓଡ଼ିଶା ଲାଇଭର ସଂପାଦକ ନୀଳାମ୍ବର ରଥଙ୍କ ସହ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରବିବାର ଅପରାହ୍ନରେ ‘ଅସୀମ ଓଡ଼ିଶା’ ଟିମ ରାସ୍ତାକଡ଼ରେ ଖାଲିଥିବା ସ୍ଥାନ ଦେଖି ନିମ୍ବ, କରଞ୍ଜ ଓ ତେନ୍ତୁଳି ଭଳି ବିଭିନ୍ନ ଗଛର ମଞ୍ଜି ପକାଇଥିଲେ।
ଅସୀମ ଓଡ଼ିଶାର ବରିଷ୍ଠ ସଦସ୍ୟ ସୀତାବଲ୍ଲଭ ମହାପାତ୍ର କହିଛନ୍ତି, ‘‘ଅସୀମ ଓଡ଼ିଶା ପକ୍ଷରୁ ପ୍ରତିବର୍ଷ ଏଭଳି ଅଭିନବ କାମ କରାଯାଉଛି। ଆମେ ଯେତିକି ମଞ୍ଜି ପକାଉଛୁ ତା’ ଭିତରୁ ଯଦି ଶହେରୁ ଗୋଟିଏ ଗଛ ଠିଆ ହୋଇପାରିଲା ତାହା କିଛି କମ୍ କଥା ନୁହେଁ।’’

ମଞ୍ଜି ହେଉକି ବୃକ୍ଷରୋପଣ, ଆମ ଘର ଚାରିପାଖେ, ଆଖପାଖ ଅଞ୍ଚଳରେ, ରାସ୍ତାଧାରରେ ଏବଂ ଖାଲିଥିବା ସ୍ଥାନରେ ବିଭିନ୍ନ ପ୍ରକାର ଗଛ ସୃଷ୍ଟି ଲାଗି ସମସ୍ତେ ଉଦ୍ୟମ କରିବାକୁ ଅସୀମ ଓଡ଼ିଶା ପକ୍ଷରୁ ଆହ୍ୱାନ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story