ପୁଣି ଆରମ୍ଭ ହେବ ପ୍ଲାଜମା ଥେରାପି, କାର୍ଯ୍ୟକ୍ଷମ ହେବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏବେ ପୁଣିଥରେ ପ୍ଲାଜମା ଥେରାପି ମାଧ୍ୟମରେ ଗୁରୁତର କୋଭିଡ୍ ରୋଗୀଙ୍କ ଜୀବନ ବଂଚାଇବାକୁ ରଣନୀତି ପ୍ରସ୍ତୁତ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କରୋନା ସଂକ୍ରମଣ ମାମଲା ଦିନକୁ ହାରାହାରି ୬ହଜାର ରହୁଥିବାବେଳେ ଆଜି ସଂକ୍ରମଣ ୮ହଜାର ଟପିଛି। ଯାହାକି ଆଗାମୀ ଦିନରେ ଆହୁରି ଅଧିକ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ସେଥିପାଇଁ […]

plasma

plasma

Ordigital Desk
  • Published: Wednesday, 28 April 2021
  • Updated: 28 April 2021, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏବେ ପୁଣିଥରେ ପ୍ଲାଜମା ଥେରାପି ମାଧ୍ୟମରେ ଗୁରୁତର କୋଭିଡ୍ ରୋଗୀଙ୍କ ଜୀବନ ବଂଚାଇବାକୁ ରଣନୀତି ପ୍ରସ୍ତୁତ ହୋଇଛି।

ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କରୋନା ସଂକ୍ରମଣ ମାମଲା ଦିନକୁ ହାରାହାରି ୬ହଜାର ରହୁଥିବାବେଳେ ଆଜି ସଂକ୍ରମଣ ୮ହଜାର ଟପିଛି। ଯାହାକି ଆଗାମୀ ଦିନରେ ଆହୁରି ଅଧିକ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ସେଥିପାଇଁ ରାଜ୍ୟ ସରକାର ଏବେ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କଠୁ ପ୍ଲାଜମା ସଂଗ୍ରହ ନିମନ୍ତେ ଯୋଜନା କରୁଛନ୍ତି।

ପୂର୍ବରୁ ପ୍ଲାଜମା ଥେରାପି ମାଧ୍ୟମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାକୁ ସୀମିତ କରାଯାଇ ପାରିଥିଲା। ଏବେ ରାଜ୍ୟରେ କୋଭିଡ୍ ଟିକାକରଣ ଚାଲିଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଟିକା ଆସୁନଥିବାରୁ ପ୍ଲାଜମା ଥେରାପି ମାଧ୍ୟମରେ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ପାଇଁ ସରକାର ଏହି ପ୍ଲାଜମା ଥେରାପି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗତବର୍ଷ ପ୍ଲାଜମା ଦାନ ନିମନ୍ତେ ସରକାରଙ୍କ ପକ୍ଷରୁ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କୁ ପ୍ରୋତ୍ସାହିତ କରାଯାଉଥିଲା। ଏପରିକି ସରକାରୀ କର୍ମଚାରୀମାନେ ସ୍ୱତଃ ଏହି ପ୍ଲାଜମା ଦାନ କରି ଅନ୍ୟମାନଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଥିଲେ।

ଓଡ଼ିଶା ପୁଲିସ ପ୍ଲାଜମା ଦାନ ଦିଗରେ ଅନ୍ୟନ୍ୟ ଉଦାହରଣ ମଧ୍ୟ ସୃଷ୍ଟି କରିଥିଲା। ସ୍ୱାସ୍ଥ୍ୟ ବିଭାଗ ସୂତ୍ର ଅନୁସାରେ ଏବେ ରାଜ୍ୟରେ ଥିବା ସମସ୍ତ ୬ଟି ପ୍ଲାଜମା ବ୍ୟାଙ୍କକୁ ଦୁଇତିନି ଦିନ ମଧ୍ୟରେ ପୁନଃ କାର୍ଯ୍ୟକ୍ଷମ କରାଯିବ। ଏବେ ସମସ୍ତ ପ୍ଲାଜମା ବ୍ୟାଙ୍କରେ ମୋଟ ୭୫୦ ୟୁନିଟ୍ ପ୍ଲାଜମା ଗଚ୍ଛିତ ରହିଛି। କଟକରେ ଥିବା ପ୍ଲାଜମା ବ୍ୟାଙ୍କରେ ୩୪୧ ୟୁନିଟ୍ , କୋରାପୁଟରେ ୧୪୧ ୟୁନିଟ୍ , ଭୁବନେଶ୍ୱରରେ ୧୧୨ ୟୁନିଟ୍ , ବ୍ରହ୍ମପୁରରେ ୭୯ ୟୁନିଟ୍‌, ବୁର୍ଲାରେ ୪୬ ୟୁନିଟ୍ ଓ ରାଉରକେଲାରେ ୩୧ ୟୁନିଟ୍ ପ୍ଲାଜମା ରହିଛି।

ଏବେ ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ଉପରେ ଗୁରୁତ୍ୱ ବୃଦ୍ଧି ପାଉଥିବାରୁ ସରକାର ଏହି ସବୁ ପ୍ଲାଜମା ବ୍ୟାଙ୍କକୁ କାର୍ଯ୍ୟକ୍ଷମ କରି ସୁସ୍ଥ ହେଉଥିବା ବ୍ୟକ୍ତିଙ୍କଠୁ ପ୍ଲାଜମା ସଂଗ୍ରହ ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଯଦିଓ ଏବେ ହସ୍ପିଟାଲଗୁଡ଼ିକରେ ଥିବା କୋଭି୍‌ଡ ବେଡ୍ ତୁଳନାରେ ରୋଗୀ ସଂଖ୍ୟା କମ୍ ରହିଛି ତଥାପି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ସୁଦ୍ଧା ରାଜ୍ୟର ଜିଲ୍ଲାସ୍ତରରେ ଥିବା ସରକାରୀ ହସ୍ପିଟାଲଗୁଡ଼ିକରେ କୋଭିଡ୍ ରୋଗୀଙ୍କ ପାଇଁ ମୋଟ ୮୨୦୭ଟି ସାଧାରଣ ବେଡ୍ ଥିବାବେଳେ ସେଥିରେ ୨୯୬୫ଜଣ ରୋଗୀ ଆଡମିଟ୍ ହୋଇଛନ୍ତି। ସେହିପରି ଏସବୁ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ୨୦୨୦ଟି ଆଇସିୟୁ ବେଡ୍‌ରୁ ୧୦୮୫ଟିରେ ରୋଗୀ ଥିବାବେଳେ ୭୦୧ଟି ଭେଣ୍ଟିଲେଟର ମଧ୍ୟରୁ ୨୩୩ଟିରେ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story