ଯୁକ୍ତ ଦୁଇ ପାଇଁ ବିକଳ୍ପ ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ବା ତା’ଠାରୁ ଅଧିକ ମିଳିବ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କିପରି ମୂଲ୍ୟାୟନ ହେବ ଯୁକ୍ତ ୨ ମାର୍କ , ଭବିଷ୍ୟତ କ୍ୟାରିଅର ପାଇଁ ଏହା ସହାୟକ ହେବ ନା ନାଇଁ ତାକୁ ନେଇ ସସ୍ପେନ୍ସରେ ଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ l  ଶେଷରେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ସରକାର l ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଥିବା ଘୋଷଣା କରାଯାଇଛି l ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ […]

Entrance Exam

Entrance Exam

Niharika Rout
  • Published: Sunday, 20 June 2021
  • Updated: 20 June 2021, 10:25 AM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): କିପରି ମୂଲ୍ୟାୟନ ହେବ ଯୁକ୍ତ ୨ ମାର୍କ , ଭବିଷ୍ୟତ କ୍ୟାରିଅର ପାଇଁ ଏହା ସହାୟକ ହେବ ନା ନାଇଁ ତାକୁ ନେଇ ସସ୍ପେନ୍ସରେ ଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ l  ଶେଷରେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ସରକାର l

ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଥିବା ଘୋଷଣା କରାଯାଇଛି l ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ l ମୂଲ୍ୟାୟନ ପ୍ରକ୍ରିୟା ଉପରେ ମତ ରଖି ଏହା କହିଛନ୍ତି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ l

ସେ କହିଛନ୍ତି, ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥାନ୍ତି, ସାଧାରଣତଃ ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମିଯାଇଥାଏ l ତେବେ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି, ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତାଠାରୁ ଅଧିକ ରହିବ l ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍ ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି l

ସେ ଆହୁରି କହିଛନ୍ତି ଯେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ ହାର ମଧ୍ୟ ଗତ ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିବ ବୋଲି ଆଶା କରାଯାଉଛି l

ସୂଚନାଯୋଗ୍ୟ, କରୋନା ମହାମାରୀ ନିଜ କାୟା ବିସ୍ତାର କରୁଥିବାରୁ ମାଟ୍ରିକ, ଯୁକ୍ତ ୨  ପରୀକ୍ଷା ଆଦି ବାତିଲ କରାଯାଇଥିଲା l ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରିତ ହୋଇସାରିଥିବା ବେଳେ ସ୍ଥିର ହୋଇ ପାରୁନଥିଲା ଯୁକ୍ତ ୨  ପରୀକ୍ଷା ମୂଲ୍ୟାୟନ ପଦ୍ଧତି l ତିନି ଥର ଉଚ୍ଚସ୍ତରୀୟ ବୈଠକ ପରେ ବି ଏନେଇ କୌଣସି ନିଷ୍ପତି ନିଆଯାଇ ପାରି ନଥିବା ବେଳେ ଆଶଙ୍କା ମଧ୍ୟରେ ଥିଲେ ଛାତ୍ରଛାତ୍ରୀ l ଶେଷରେ ଏନେଇ ରୋଡ଼ମ୍ୟାପ ପ୍ରସ୍ତୁତ ହେବାରୁ ଆଶ୍ୱସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story