ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ସକାଳ ସାଢେ ୧୦ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିବେ। ଏହାପରେ ଛାତ୍ରଛାତ୍ରୀମାନେ  www.chseodisha.nic.in ଏବଂ www.orissaresults.nic.in  ୱେବସାଇଟରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ପରୀକ୍ଷା  ଫଳ ଜାଣିପାରିବେ।

ପରୀକ୍ଷା ଫଳ ବାହାରିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ ଆଜି ମାସର ଦ୍ୱିତୀୟ ଶନିବାରରେ ସରକାରୀ ଛୁଟି ଥିବା ସତ୍ତ୍ୱେ ଫଳ ପ୍ରକାଶ ପାଇବ। ଚଳିତ ବର୍ଷ କଳାରେ ୨ଲକ୍ଷ ୨୪ ହଜାରରୁ ଅଧିକ,  ବାଣିଜ୍ୟରେ ୨୭ହଜାର ୫ଶହରୁ ଅଧିକ ଓ ଧନ୍ଦାମୂଳକ ଶିକ୍ଷାରେ ୮ହଜାରରୁ  ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଗତ ବର୍ଷ କଳାରେ ପାସ୍ ହାର ଥିଲା  ୭୦.୧୭ ପ୍ରତିଶତ, ସେହିପରି ବାଣିଜ୍ୟରେ ୭୧.୪୩ ଓ ଧନ୍ଦାମୂଳକ  ଶିକ୍ଷାରେ ପାସହାର ୬୧.୨୨ ପ୍ରତିଶତ।

Ordigital Desk
• Published: Saturday, 09 June 2018
• Updated: 09 June 2018, 07:29 AM IST

Sports

Latest News

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ସକାଳ ସାଢେ ୧୦ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିବେ। ଏହାପରେ ଛାତ୍ରଛାତ୍ରୀମାନେ  www.chseodisha.nic.in ଏବଂ www.orissaresults.nic.in  ୱେବସାଇଟରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ପରୀକ୍ଷା  ଫଳ ଜାଣିପାରିବେ।

ପରୀକ୍ଷା ଫଳ ବାହାରିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ ଆଜି ମାସର ଦ୍ୱିତୀୟ ଶନିବାରରେ ସରକାରୀ ଛୁଟି ଥିବା ସତ୍ତ୍ୱେ ଫଳ ପ୍ରକାଶ ପାଇବ। ଚଳିତ ବର୍ଷ କଳାରେ ୨ଲକ୍ଷ ୨୪ ହଜାରରୁ ଅଧିକ,  ବାଣିଜ୍ୟରେ ୨୭ହଜାର ୫ଶହରୁ ଅଧିକ ଓ ଧନ୍ଦାମୂଳକ ଶିକ୍ଷାରେ ୮ହଜାରରୁ  ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଗତ ବର୍ଷ କଳାରେ ପାସ୍ ହାର ଥିଲା  ୭୦.୧୭ ପ୍ରତିଶତ, ସେହିପରି ବାଣିଜ୍ୟରେ ୭୧.୪୩ ଓ ଧନ୍ଦାମୂଳକ  ଶିକ୍ଷାରେ ପାସହାର ୬୧.୨୨ ପ୍ରତିଶତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos