ମୋବାଇଲ ଟର୍ଚ୍ଚରେ ଯୁକ୍ତଦୁଇ ଖାତା ଦେଖିଲେ ଅଧ୍ୟାପକ

ବାରିପଦା(ମାଣିକ ଲାଲ ପାଣି):ମୋବାଇଲ ଟର୍ଚ୍ଚରେ ଖାତା ଦେଖା। ମୟୁରଭଞ୍ଜ ଜିଲ୍ଲା ବାରିପଦାର ଏମପିସି ଅଟୋନମସ କଲେଜରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ଯୋଗୁଁ ମୋବାଇଲ ଟର୍ଚ୍ଚରେ ହେଲା ଯୁକ୍ତଦୁଇ ଖାତା ଦେଖା। ଝଡ଼ ପବନ ସହ ବର୍ଷା ଯୋଗୁଁ ବିଦ୍ୟୁତ ଚାଲିଯିବା ପରେ ମୂଲ୍ୟାୟନ କେନ୍ଦ୍ରରେ ଅନ୍ଧାର ହୋଇଥିଲା । ବହୁ ସମୟ ଧରି ବିଦ୍ୟୁତ୍‌ ନ ଆସିବାରୁ ଅଧ୍ୟାପକ ଅଧ୍ୟାପିକା ନିଜ ନିଜ ମୋବାଇଲ ଲାଇଟରେ ଖାତା ଦେଖୁଥିବା ଦେଖିବାକୁ ମିଳିଛି।

6yi

6yi

Tapas Behera
  • Published: Tuesday, 14 May 2019
  • Updated: 14 May 2019, 05:04 PM IST

Sports

Latest News

ବାରିପଦା(ମାଣିକ ଲାଲ ପାଣି):ମୋବାଇଲ ଟର୍ଚ୍ଚରେ ଖାତା ଦେଖା। ମୟୁରଭଞ୍ଜ ଜିଲ୍ଲା ବାରିପଦାର ଏମପିସି ଅଟୋନମସ କଲେଜରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ଯୋଗୁଁ ମୋବାଇଲ ଟର୍ଚ୍ଚରେ ହେଲା ଯୁକ୍ତଦୁଇ ଖାତା ଦେଖା।

ଝଡ଼ ପବନ ସହ ବର୍ଷା ଯୋଗୁଁ ବିଦ୍ୟୁତ ଚାଲିଯିବା ପରେ ମୂଲ୍ୟାୟନ କେନ୍ଦ୍ରରେ ଅନ୍ଧାର ହୋଇଥିଲା । ବହୁ ସମୟ ଧରି ବିଦ୍ୟୁତ୍‌ ନ ଆସିବାରୁ ଅଧ୍ୟାପକ ଅଧ୍ୟାପିକା ନିଜ ନିଜ ମୋବାଇଲ ଲାଇଟରେ ଖାତା ଦେଖୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos