ଏହି ୯ଟି କଲେଜରେ ସମସ୍ତେ ଫେଲ, ଭୁବନେଶ୍ୱରରୁ ୨ଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ପାସ୍ କରିଛନ୍ତି। ତେବେ ୯ଟି କଲେଜର ପରୀକ୍ଷା ଫଳ ‘ଶୂନ’ ହୋଇଛି। ଅର୍ଥାତ୍ ଏହି ସବୁ କଲେଜ୍‌ ଗୁଡ଼ିକରେ କୌଣସି ପରୀକ୍ଷାର୍ଥୀ ପାସ୍ କରି ନାହାନ୍ତି। ଫଳ ଶୂନ ଥିବା ଉକ୍ତ ୯ଟି କଲେଜରୁ ଦୁଇଟି ଭୁବନେଶ୍ୱରର ରହିଛି। ଏ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, […]

bcc-9

bcc-9

Tapas Behera
  • Published: Monday, 03 June 2019
  • Updated: 03 June 2019, 04:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ପାସ୍ କରିଛନ୍ତି। ତେବେ ୯ଟି କଲେଜର ପରୀକ୍ଷା ଫଳ ‘ଶୂନ’ ହୋଇଛି। ଅର୍ଥାତ୍ ଏହି ସବୁ କଲେଜ୍‌ ଗୁଡ଼ିକରେ କୌଣସି ପରୀକ୍ଷାର୍ଥୀ ପାସ୍ କରି ନାହାନ୍ତି। ଫଳ ଶୂନ ଥିବା ଉକ୍ତ ୯ଟି କଲେଜରୁ ଦୁଇଟି ଭୁବନେଶ୍ୱରର ରହିଛି।

ଏ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ସବୁ କଲେଜ୍‌ ଗୁଡ଼ିକର କୌଣସି ଛାତ୍ରଛାତ୍ରୀ କାହିଁକି ପାସ୍ କରିପାରିଲେ ନାହିଁ, ସେ ନେଇ ଅନୁଧ୍ୟାନ କରାଯିବ। ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୨୯ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ତେବେ କେଉଁ ୯ଟି କଲେଜରେ ଫଳ ଶୂନ ରହିଛି ତାହା ନିମ୍ନରେ ପ୍ରଦାନ କଲାଗଲା।

୧-ଶ୍ରୀ ଜଗନ୍ନାଥ ଦେବ ହାଇସ୍କୁଲ,ମଣ୍ଡଳ(ବଲାଙ୍ଗିର)

୨-ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ହାଇସ୍କୁଲ

୩-କଳା ସଂସ୍କୃତି ହାଇସ୍କୁଲ ସରଖିଆ(ଢେଙ୍କାନାଳ)

୪-ବେଲଗୁଣ୍ଠ ମହିଳା ହାଇସ୍କୁଲ(ବେଲଗୁଣ୍ଠ-ଗଞ୍ଜାମ)

୫-କେପିଡି ମହିଳା ହାଇସ୍କୁଲ ଦଶପଲା(ନୟାଗଡ଼)

୬-ଏସଆରଏମଏସ୍‌ସି ହାଇ ସ୍କୁଲ(ଭୁବନେଶ୍ୱର)

୭-ନାନୋ ହାଇସ୍କୁଲ(ସହିଦନଗର,ଭୁବନେଶ୍ୱର)

୮-ଶ୍ରୀ ଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ରିସର୍ଚ୍ଚ

୯-ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକନୋଲୋଜି ହାଇସ୍କୁଲ, (ଗୋବରା)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story