କେଉଁ ଢାଞ୍ଚାରେ ହେବ ଯୁକ୍ତ ଦୁଇ ପରୀକ୍ଷା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଚିନ୍ତା । କେଉଁ ଢାଞ୍ଚାରେ ପରୀକ୍ଷା ହେବ ?  ସିଲାବସ କଣ ରହିବ? କେତେ ମାର୍କର ପରୀକ୍ଷା ଦେବାକୁ ପଡ଼ିବ? ପରୀକ୍ଷା ନିଜ କଲେଜରେ ହେବ ନା ପିଲାଙ୍କୁ ଅନ୍ୟତ୍ର ଯିବାକୁ ପଡିବ? ପ୍ରାକଟିକାଲ ପରୀକ୍ଷାର ନିୟମ ବଦଳିବ ନା ଅପରିବର୍ତ୍ତିତ ରହିବ ? ଛାତ୍ର ଓ ଅଭିଭାବକ, ସମସ୍ତଙ୍କ ମନରେ ଏବେ ଏଭଳି ଅନେକ ପ୍ରଶ୍ନ । କାରଣ ମାଟ୍ରିକ ଓ ଯୁକ୍ତ ଦୁଇ ଉଭୟ  ସ୍କୁଲ  […]

neet_exam

neet_exam

Tapas Behera
  • Published: Saturday, 23 January 2021
  • Updated: 23 January 2021, 08:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଚିନ୍ତା । କେଉଁ ଢାଞ୍ଚାରେ ପରୀକ୍ଷା ହେବ ?  ସିଲାବସ କଣ ରହିବ? କେତେ ମାର୍କର ପରୀକ୍ଷା ଦେବାକୁ ପଡ଼ିବ? ପରୀକ୍ଷା ନିଜ କଲେଜରେ ହେବ ନା ପିଲାଙ୍କୁ ଅନ୍ୟତ୍ର ଯିବାକୁ ପଡିବ? ପ୍ରାକଟିକାଲ ପରୀକ୍ଷାର ନିୟମ ବଦଳିବ ନା ଅପରିବର୍ତ୍ତିତ ରହିବ ? ଛାତ୍ର ଓ ଅଭିଭାବକ, ସମସ୍ତଙ୍କ ମନରେ ଏବେ ଏଭଳି ଅନେକ ପ୍ରଶ୍ନ । କାରଣ ମାଟ୍ରିକ ଓ ଯୁକ୍ତ ଦୁଇ ଉଭୟ  ସ୍କୁଲ  ଓ ଗଣଶିକ୍ଷା ବିଭାଗରେ ଆସୁଛନ୍ତି । ତେବେ ମାଟ୍ରିକ୍ ପରୀକ୍ଷା ପରିଚାଳନା ନେଇ ଗଣଶିକ୍ଷା ବିଭାଗ ଇତି ମଧ୍ୟରେ ବିସ୍ତୃତ ଗାଇଡଲାଇନ ଜାରି କରିସାରିଛି । ମାତ୍ର  ଯୁକ୍ତ ଦୁଇ ଲାଗି ଉଚ୍ଚ ମାଧମିକ ଶିକ୍ଷା ପରିଷଦ ପକ୍ଷରୁ ସେଭଳି କୌଣସି ଘୋଷଣା କରାଯାଇନାହିଁ । କରୋନା କଟକଣା ଭିତରେ ଶହେ ଦିନର କ୍ଲାସ କରି ପରୀକ୍ଷା ଲାଗି ନିଷ୍ପତ୍ତି ହୋଇଛି ସିନା ବ୍ୟବସ୍ଥାରେ ସ୍ପଷ୍ଟତା ଆସିନଥିବାରୁ ପିଲାଙ୍କ ମନରେ ଦ୍ୱଦ୍ୱ ବଢିବାରେ ଲାଗିଛି।

ଏପଟେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମାଟ୍ରିକ୍ ପରୀକ୍ଷା ଫି ଛାଡ଼ କରିଛି । ସେହିପରି ପିଲାଙ୍କୁ ପରୀକ୍ଷାରେ ସହାୟତା କରିବାକୁ ମାଗଣାରେ ପରୀକ୍ଷା ଦର୍ପଣ ଯୋଗାଇ ଦେବାକୁ ଘୋଷଣା ମଧ୍ୟ କରିଛି । ଏବେ ପ୍ରଶ୍ନ, ସମାନ ବିଭାଗ ଅଧିନରେ ଥିଲେ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ କାହିଁକି ଚିତ୍ର ସ୍ପଷ୍ଟ କରାଯାଉନି ? ମାଟ୍ରିକ୍ ଭଳି ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଫି ଛାଡ଼ ସହିତ ସେମାନଙ୍କ ଲାଗି ବି ମାଗଣା ଟେଷ୍ଟ ପେପର ବ୍ୟବସ୍ଥା କରିବାକୁ ଅଭିଭାବକ ସଂଘ ଦାବି କରିଛି । ଅନ୍ୟପକ୍ଷରେ ଇତି ମଧ୍ୟରେ ସିବିଏସ୍ଇ ମଧ୍ୟ ଏହାର ପରୀକ୍ଷା ଗାଇଡଲାଇନ୍  ଜାରି କରି ସାରିଛି । ତେଣୁ ସିଏଚଏସଇ ମଧ୍ୟ ତୁରନ୍ତ ପିଲାଙ୍କ ଦ୍ୱନ୍ଦ୍ୱ ଦୂର କରିବା ଜରୁରୀ ବୋଲି ଶିକ୍ଷାବିତ୍ ମତ ଦେଇଛନ୍ତି । ତେବେ ଏନେଇ ସ୍କୁଲ ଓ ଗଣଶିକ୍ଷା କିମ୍ବା CHSEର ପ୍ରତିକ୍ରିୟା ମିଳିପାରିନାହିଁ ।

ମେ ୪ରୁ ଜୁନ୍ ୧୦ ମଧ୍ୟରେ CBSE ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ।  ମାର୍ଚ୍ଚ ୧ରୁ ଉଭୟ ଶ୍ରେଣୀ ଲାଗି ପ୍ରାକ୍ଟିକାଲ ପରୀକ୍ଷା ହେବ । ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ଶେଷ ବର୍ଷର ଶିକ୍ଷାଦାନ ଏପ୍ରିଲ ୨୮ ଯାଏ ଚାଲିବ । ମେ ୧୫ରୁ ଜୁନ୍  ୧୧ ମଧ୍ୟରେ ପରୀକ୍ଷା ହେବ।ଏଣେ ଏପ୍ରିଲରେ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବା ବେଳେ ସିଏଚ୍ଏସ୍ଇ ପରୀକ୍ଷା ପ୍ରଣାଳୀ ଘୋଷଣା କରିନଥିବାରୁ କିଭଳି ନିଜକୁ ପ୍ରସ୍ତୁତ କରିବେ ତାକୁ ନେଇ ପିଲାଙ୍କ ଚିନ୍ତା ବଢିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story