ପିଏମ୍ ଆବାସ ଯୋଜନା ଦୁର୍ନୀତି: ୩ VLWଙ୍କୁ ସସ୍‌ପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆବାସ ଯୋଜନା ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ବାବୁ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ହୋଇଥିବା ପିଏମ୍ ଆବାସ ଯୋଜନା ଦୁର୍ନୀତି ମାମଲାରେ ବେଗୁନିଆ ବିଡିଓ ରବିନାରାୟଣ ମାଝୀ ଓ ଏବିଡିଓ ମହେନ୍ଦ୍ର ଜେନାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଜିଲ୍ଲାପାଳ। ଏହାସହ ୩ ଜଣ VLWଙ୍କୁ ସସ୍‌ପେଣ୍ଡ କରାଯାଇଛି। ନିଲମ୍ବିତ ହୋଇଥିବା VLW ମାନେ ହେଲେ ନାରାୟଣ ଜେନା, ଜୟଦେବ ସୁବୁଦ୍ଧି ଓ କେଦାର ବେହେରା। ପଡ଼ାଡିହ ଗାଁରେ ପିଏମ୍‌ […]

pm-awas

pm-awas

Manoranjan Sial
  • Published: Saturday, 21 December 2019
  • Updated: 21 December 2019, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆବାସ ଯୋଜନା ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ବାବୁ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ହୋଇଥିବା ପିଏମ୍ ଆବାସ ଯୋଜନା ଦୁର୍ନୀତି ମାମଲାରେ ବେଗୁନିଆ ବିଡିଓ ରବିନାରାୟଣ ମାଝୀ ଓ ଏବିଡିଓ ମହେନ୍ଦ୍ର ଜେନାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ଜିଲ୍ଲାପାଳ। ଏହାସହ ୩ ଜଣ VLWଙ୍କୁ ସସ୍‌ପେଣ୍ଡ କରାଯାଇଛି।

ନିଲମ୍ବିତ ହୋଇଥିବା VLW ମାନେ ହେଲେ ନାରାୟଣ ଜେନା, ଜୟଦେବ ସୁବୁଦ୍ଧି ଓ କେଦାର ବେହେରା। ପଡ଼ାଡିହ ଗାଁରେ ପିଏମ୍‌ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ୧୨୩ଟି ଅଭିଯୋଗରୁ ୭୭ଟିରେ ଅନିୟମିତତା ହୋଇଥିବା ପ୍ରଶାସନିକ ତଦନ୍ତ ବେଳେ ସ୍ପଷ୍ଟ ହୋଇଛି। ଆବାସ ଦୁର୍ନୀତି ନେଇ ପୂର୍ବରୁ ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story