ସମ୍ୱଲପୁର ଆଇଆଇଏମ୍‌ର କ୍ରେଡିଟ୍‌ ପ୍ରମୋଦ ମିଶ୍ରଙ୍କୁ ଦେଲେ ଧର୍ମେନ୍ଦ୍ର

ସମ୍ୱଲପୁର(ସଞ୍ଜୟ ଜେନା): ଆଇଆଇଏମ୍‌ ସମ୍ୱଲପୁର ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଆର୍ଥିକ ବିକାଶର ପେଣ୍ଠସ୍ଥଳୀ ହେବାର ସମ୍ଭାବନା ରଖୁଛି। ଗତ ୫ ବର୍ଷ ତଳେ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗୀୟ ଅରୁଣ ଜେଟଲୀଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ କ୍ରମେ ବଜେଟରେ ଓଡ଼ିଶାରେ ଏହି ଶିକ୍ଷାଅନୁଷ୍ଠାନ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ। ସମ୍ୱଲପୁରବାସୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। […]

iim-sambalpur

iim-sambalpur

Manoranjan Sial
  • Published: Saturday, 02 January 2021
  • Updated: 02 January 2021, 07:10 PM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ଆଇଆଇଏମ୍‌ ସମ୍ୱଲପୁର ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଆର୍ଥିକ ବିକାଶର ପେଣ୍ଠସ୍ଥଳୀ ହେବାର ସମ୍ଭାବନା ରଖୁଛି। ଗତ ୫ ବର୍ଷ ତଳେ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗୀୟ ଅରୁଣ ଜେଟଲୀଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ କ୍ରମେ ବଜେଟରେ ଓଡ଼ିଶାରେ ଏହି ଶିକ୍ଷାଅନୁଷ୍ଠାନ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ। ସମ୍ୱଲପୁରବାସୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଓଡ଼ିଶାର ମହାନ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସମ୍ୱଲପୁର ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସ ଆଜି ଶିଳାନ୍ୟାସ ହୋଇଛି। ଏହା ଓଡ଼ିଶାର ଯୁବକଙ୍କ ସାମର୍ଥ୍ୟକୁ ମଜବୁତ କରିବା ସହ ବିଶ୍ୱରେ ମ୍ୟାନେଜମେଣ୍ଟ୍‌ ଦୁନିଆରେ ନୂଆ ପରିଚୟ ଦେବ ବୋଲି ଭର୍ଚୁଆଲ୍‌ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱରରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଥିଲେ-“ବିଶ୍ୱସ୍ତରୀୟ ଭିତିଭୂମି ସହ ସମ୍ୱଲପୁରର ବସନ୍ତପୁରଠାରେ ୪୦୦ କୋଟି ଟଙ୍କା ବ୍ୟୟରେ କ୍ୟାମ୍ପସ ନିର୍ମାଣର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ସ୍ୱପ୍ନ ବାସ୍ତବତାର ରୂପ ନେଇଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ଦୃରଦୃଷ୍ଟିକୁ ଆଗକୁ ନେବାରେ ଆଇଆଇଏମ୍‌ ସମ୍ୱଲପୁର ବଡ଼ ଭୂମିକା ନେବ। ପ୍ରାରମ୍ଭିକ ବର୍ଷମାନଙ୍କରେ ଏହି ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଉତିର୍ଣ୍ଣ ହୋଇ ଭାରତ ଓ ବିଶ୍ୱର ବଡ଼ ଅନୁଷ୍ଠାନମାନଙ୍କର ନେତୃତ୍ୱ ନେବେ। ଯେତେବେଳେ ଦେଶରେ ନୂଆ ଶିକ୍ଷାନୀତି ୨୦୨୨ କାର୍ଯ୍ୟକାରୀ ହୋଇଛି, ସେହି ସମୟରେ ଆଇଆଇଏମ୍‌ ସମ୍ୱଲପୁର ପ୍ରଗତିର ରାସ୍ତାରେ ଆଗକୁ ଯିବ। ଏହା ଭାରତକୁ ଗବେଷଣା ଓ ନବଉନ୍ମେଷ କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ଦେବ। ନୂତନ ଶିକ୍ଷାନୀତି ୨୦୨୨ରେ ସ୍କୁଲ୍‌ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବଡ଼ ପଦକ୍ଷେପ।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“କୋଭିଡ୍‌ ପରବର୍ତ୍ତୀ ସମୟରେ ଆତ୍ମନିର୍ଭର ଭାରତ ବିଶ୍ୱର ଅର୍ଥନୀତିର ନକ୍ସାରେ ଗେମଚେଞ୍ଜର ରୂପରେ ଆବିର୍ଭାବ ହୋଇଛି। ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡ଼ିଶା ଭାରତୀୟ ଶିଳ୍ପ ବିପ୍ଳବ ୪.୦ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ଯାଉଛି। ସମ୍ୱଲପୁର କୁଚିଣ୍ଡାର ଲଙ୍କା ଆନ୍ତର୍ଜାତିକ ବଜାରରେ ବିକ୍ରି ହେବ। ସେହିପରି ବରଗଡ ଜିଲ୍ଲାରେ ଇଥାନଲ୍‌ ପ୍ଲାଣ୍ଟ ସ୍ଥାପନ କରାଯାଇ ନଡାରୁ ଇଥାନଲ ଉତ୍ପାଦନ କରାଯାଉଛି। ତେବେ ନିକଟରେ ଭାରତ ସରକାର ବଳକା ଚାଉଳରୁ ଇଥାନଲ ଉତ୍ପାଦନ କରିବାର ଯୋଜନା କରିଥିବା ବେଳେ ଏହାକୁ ମଧ୍ୟ ବରଗଡ଼ରେ କାର୍ଯ୍ୟକାରୀ କରାଯିବ। ଫଳରେ ବରଗଡ଼ର ଚାଷୀମାନଙ୍କ ଆୟ ବଢ଼ିବା ସହ ଅଧିକ ଉପକୃତ ହୋଇପାରିବେ।”

ଆଜିର ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, କେନ୍ଦ୍ର ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ସଞ୍ଜୟ ଧୋତ୍ରେ, ଆଇଆଇଏମ ସମ୍ୱଲପୁର ବୋର୍ଡର ଚେୟାରମ୍ୟାନ ଶ୍ରୀମତୀ ଅରୁଦ୍ଧତୀ ଭଟ୍ଟାଚାର୍ଯ୍ୟ, ଆଇଆଇଏମ ସମ୍ୱଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜସୱାଲ, ସମ୍ୱଲପୁରର ସାଂସଦ ନୀତେଶ ଗଙ୍ଗଦେବ, ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ ତଥା ଆଇଆଇଏମ ସମ୍ୱଲପୁରର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story