ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୫ ବର୍ଷ ଲେଖାଏଁ ଜେଲ୍‌, ଜରିମାନା

ସୁନ୍ଦରଗଡ଼ (ବିଜୟ ବରୁଆ): ୨୦୧୪ ମସିହାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ ସ୍ଵତନ୍ତ୍ର ପୋକ୍ସ କୋର୍ଟ ମାମଲାକୁ ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହିତ ୧୦  ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି। ୨୦୧୪ ମସିହା ମେ’ ୫ ତାରିଖରେ ୮ ବର୍ଷର ନାବାଳିକା […]

judge

judge

Manoranjan Sial
  • Published: Monday, 04 October 2021
  • Updated: 04 October 2021, 03:55 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ୨୦୧୪ ମସିହାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ ସ୍ଵତନ୍ତ୍ର ପୋକ୍ସ କୋର୍ଟ ମାମଲାକୁ ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହିତ ୧୦  ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

୨୦୧୪ ମସିହା ମେ’ ୫ ତାରିଖରେ ୮ ବର୍ଷର ନାବାଳିକା ଜଣକ ବିବାହ ଭୋଜିରେ ଭାଗ ନେବା ପାଇଁ ଯାଇଥିଲେ। ବିଳମ୍ୱିତ ରାତିରେ ବିବାହ ଚାଲିଥିବା ବେଳେ ନାବାଳିକାଙ୍କୁ ତାଙ୍କର କିଛି ବନ୍ଧୁ ସାଥୀରେ ନଦୀ ପଠାକୁ ବୁଲିବାକୁ ନେଇଯାଇଥିଲେ। ଏମାନଙ୍କ ଯିବା ପୂର୍ବରୁ ସେଠାରେ ଟୁନୁ ଓରଫ ହରେକୃଷ୍ଣ ଓ ପ୍ରହ୍ଲାଦ କିଷାନ ଥିଲେ। ବିଳମ୍ୱିତ ରାତିରେ ନାବାଳିକା ଓ ତାଙ୍କର ବନ୍ଧୁମାନଙ୍କୁ ଦେଖି ଟୁନୁ ଓ ପ୍ରହ୍ଲାଦ ଧମକଚମକ ଏବଂ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଯେଉଁଥିପାଇଁ ସେମାନେ ଦୌଡ଼ି ପଳାଇ ଯାଇଥିଲେ। ଟୁନୁ ଓ ପ୍ରହ୍ଲାଦ ନାବାଳିକାଙ୍କ ପାଟିରେ ଗାମୁଛା ପୂରାଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। କାହାକୁ ଏ ବିଷୟରେ ନକରିବାକୁ ଧମକ ଦେଇଯାଇଥିଲେ।

ନାବାଳିକା ଏନେଇ ତାଙ୍କ ଜେଜେବାପାଙ୍କୁ କହିଥିଲେ। ପରେ ନାବାଳିକାଙ୍କ ପରିବାର ଲୋକେ ଏନେଇ ବଣାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଟୁନୁ ଓ ପ୍ରହ୍ଲାଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏମି ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ ସ୍ଵତନ୍ତ୍ର ପୋକ୍ସ କୋର୍ଟ ମାମଲାକୁ ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟରେ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story