ପୋଲାଭରମ୍ ପ୍ରସଙ୍ଗ: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କେନ୍ଦ୍ର ଜଳ ସଂପଦ ଅତିରିକ୍ତ ସଚିବ

ଭୁବନେଶ୍ୱର:ପୋଲାଭରମ୍ ପ୍ରକଳ୍ପ ନେଇ ଆଲୋଚନା କରିବାକୁ ଆଜି କେନ୍ଦ୍ର ଜଳ ସଂପଦ ମନ୍ତ୍ରଣାଳୟର ଜଣେ ଅତିରିକ୍ତ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପ ବାବଦରେ ପ୍ରେଜଣ୍ଟେସନ୍ ଦେବେ। ଏହି ସୂଚନା ଦେଇଛନ୍ତି ସାଂସଦ ତଥାଗତ ଶତପଥୀ। ପୂର୍ବରୁ ପୋଲାଭରମ୍ ବ୍ୟାରେଜର ଉଚ୍ଚତା କମ୍ କରିବା ନେଇ ଓଡ଼ିଶା ଏବଂ ତେଲେଙ୍ଗ।ନାର ସାଂସଦ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କୁ ଭେଟିଥିଲେ। ରାଜ୍ୟର ଦାବି ଅନୁସାରେ ଆଲୋଚନା ପାଇଁ କେନ୍ଦ୍ର ଜଣେ […]

naveen

naveen

Rakesh Mallick
  • Published: Friday, 29 May 2015
  • Updated: 29 May 2015, 08:37 AM IST

Sports

Latest News

ଭୁବନେଶ୍ୱର:ପୋଲାଭରମ୍ ପ୍ରକଳ୍ପ ନେଇ ଆଲୋଚନା କରିବାକୁ ଆଜି କେନ୍ଦ୍ର ଜଳ ସଂପଦ ମନ୍ତ୍ରଣାଳୟର ଜଣେ ଅତିରିକ୍ତ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପ ବାବଦରେ ପ୍ରେଜଣ୍ଟେସନ୍ ଦେବେ। ଏହି ସୂଚନା ଦେଇଛନ୍ତି ସାଂସଦ ତଥାଗତ ଶତପଥୀ। ପୂର୍ବରୁ ପୋଲାଭରମ୍ ବ୍ୟାରେଜର ଉଚ୍ଚତା କମ୍ କରିବା ନେଇ ଓଡ଼ିଶା ଏବଂ ତେଲେଙ୍ଗ।ନାର ସାଂସଦ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କୁ ଭେଟିଥିଲେ। ରାଜ୍ୟର ଦାବି ଅନୁସାରେ ଆଲୋଚନା ପାଇଁ କେନ୍ଦ୍ର ଜଣେ ଅତିରିକ୍ତ ସଚିବଙ୍କୁ ପଠାଇଥିବା ତଥାଗତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story