ପୁଲିସ୍‌କୁ ଚକମା ଦେଉଥିଲେ, ଶେଷରେ ବନ୍ଧା ହେଲେ ଟିଟୋର ୨ ସହଯୋଗୀ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ୩ ବର୍ଷ ପୁରୁଣା ଏକ ମାମଲାରେ ପୁଲିସ୍‌କୁ ଚମକା ଦେଇ ଫେରାର ଥିବା ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସହଯୋଗୀ  ଶେଷରେ ଫସିଗଲେ। ସେମାନଙ୍କୁ ବାନ୍ଧିଲା ଏସ୍‌ଟିଏଫ୍ । ଗିରଫ ଦୁଇ ଜଣ ହେଉଛନ୍ତି ସଦ୍ଦାମ ଓରଫ ସୟଦ ସଦ୍ଦାମ ଅଲ୍ଲୀ ଏବଂ ସୟଦ ଜାହେଦ ଅଲ୍ଲୀ । ସେମାନେ ୨ ଭାଇ ବୋଲି ଜଣାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗୋପ ଛକ ନିକଟରେ ୨୦୧୮ ମସିହାରେ ଘଟିଥିବା  ଏକ ଜମିଜମା ଗଣ୍ଡଗୋଳରେ ଉଭୟ ଧମକ ଦେବା […]

gangstar arrest

gangstar arrest

Niharika Rout
  • Published: Wednesday, 23 June 2021
  • Updated: 23 June 2021, 12:20 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ୩ ବର୍ଷ ପୁରୁଣା ଏକ ମାମଲାରେ ପୁଲିସ୍‌କୁ ଚମକା ଦେଇ ଫେରାର ଥିବା ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସହଯୋଗୀ  ଶେଷରେ ଫସିଗଲେ। ସେମାନଙ୍କୁ ବାନ୍ଧିଲା ଏସ୍‌ଟିଏଫ୍ । ଗିରଫ ଦୁଇ ଜଣ ହେଉଛନ୍ତି ସଦ୍ଦାମ ଓରଫ ସୟଦ ସଦ୍ଦାମ ଅଲ୍ଲୀ ଏବଂ ସୟଦ ଜାହେଦ ଅଲ୍ଲୀ । ସେମାନେ ୨ ଭାଇ ବୋଲି ଜଣାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ଗୋପ ଛକ ନିକଟରେ ୨୦୧୮ ମସିହାରେ ଘଟିଥିବା  ଏକ ଜମିଜମା ଗଣ୍ଡଗୋଳରେ ଉଭୟ ଧମକ ଦେବା ସହ ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ଟିଟୋ ସମେତ ୨୨ ଜଣଙ୍କ ନାଁରେ ଏସ୍‌ଟିଏଫ୍‌ରେ ମାମଲା ରୁଜୁ ହୋଇଥିଲା । ପରେ ୩ ବର୍ଷ ହେଲା ଉଭୟ ଫେରାର ହୋଇଯାଇଥିଲେ ।

ପୂର୍ବରୁ ୮ଜଣଙ୍କୁ ଗିରଫ ହୋଇଥିବାବେଳେ ଫେରାର ଏହି ଦୁଇ ଭାଇଙ୍କୁ ଗିରଫ କରିଛିଏ ସ୍‌ଟିଏଫ ଓ ଟାଉନ ପୁଲିସ୍‌। ଉଭୟଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଂଜୁର ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜେଲକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story