ପୁଲିସ ପଞ୍ଝାରେ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗ

କେନ୍ଦୁଝର (ପ୍ରଣୟ ପାଣି): ଯୋଡ଼ା ପୁଲିସ ପଞ୍ଝାରେ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗ। ଲୁହା ପଥର ବୋଝେଇ ଟ୍ରକ୍ ଲୁଟ୍ ଅଭିଯୋଗରେ ପୁଲିସ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ଏକ ମହିନ୍ଦ୍ରା ଜାଇଲୋ, ଗୋଟିଏ ବନ୍ଧୁକ, ନଗଦ ୭୦୦୦ ଟଙ୍କା, ଗୋଟିଏ ଡିଏସ୍ଏଲ୍ଆର୍ କ୍ୟାମେରା ଓ ୭ଟି ମୋବାଇଲ ଫୋନ୍ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ସୋମବାର ବିଳମ୍ବିତ ରାତିରେ ଲୁହା ପଥ ବୋଝେଇ ଟ୍ରକ୍ […]

Handcuffs

Handcuffs

Manoranjan Sial
  • Published: Tuesday, 15 June 2021
  • Updated: 15 June 2021, 07:01 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ଯୋଡ଼ା ପୁଲିସ ପଞ୍ଝାରେ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗ। ଲୁହା ପଥର ବୋଝେଇ ଟ୍ରକ୍ ଲୁଟ୍ ଅଭିଯୋଗରେ ପୁଲିସ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ଏକ ମହିନ୍ଦ୍ରା ଜାଇଲୋ, ଗୋଟିଏ ବନ୍ଧୁକ, ନଗଦ ୭୦୦୦ ଟଙ୍କା, ଗୋଟିଏ ଡିଏସ୍ଏଲ୍ଆର୍ କ୍ୟାମେରା ଓ ୭ଟି ମୋବାଇଲ ଫୋନ୍ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।
ସୋମବାର ବିଳମ୍ବିତ ରାତିରେ

ଲୁହା ପଥ ବୋଝେଇ ଟ୍ରକ୍ ଲୁଟ୍ ପାଇଁ ଲୋଟେରାମାନେ ସୋମବାର ବିଳମ୍ୱିତ ରାତିରେ ଜାଇଲୋ ଗାଡ଼ିରେ ଆସି କଣ୍ଡରା-ଦାମପୁର ରାସ୍ତାରେ ଯୋଜନା କରୁଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ଦୁଇ ଭାଗ ହୋଇ ଘେରି ଯାଇଥିଲେ। ଯାହାଫଳରେ ସେମାନେ ଯାଇପାରିନଥିଲେ। ପରେ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଲୁହା ପଥର ବୋଝେଇ ଟ୍ରକ୍ ଲୁଟ୍ ପାଇଁ ଯୋଜନା କରୁଥିବା ସେମାନେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story