ସାଦା ପୋଷାକରେ ଯାଇ ବ୍ରାଉନ୍‌ ସୁଗାର ବେପାରୀକୁ ମାଡ଼ି ବସିଲା ପୋଲିସ

ପାରାଦୀପ (ଏନ୍‌ଏମ୍‌ ବୈଶାଖ): ପାରାଦୀପ ଉପକଣ୍ଠ କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ଅଞ୍ଚଳରେ ଆଜି ଅବକାରୀ ବିଭାଗ ଏବଂ କୁଜଙ୍ଗ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଓ ଚରସ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୫ରୁ ୮ଲକ୍ଷ ଟଙ୍କା ହେବ। ଏଥିସହ କିଛି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ନିଶା କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଚୋରା ବେପାରୀ ଜଣକ ହେଲେ ଷଣ୍ଢପୁର ଅଞ୍ଚଳର […]

paradeep

paradeep

Rakesh Mallick
  • Published: Tuesday, 05 June 2018
  • Updated: 06 June 2018, 12:24 AM IST

Sports

Latest News

ପାରାଦୀପ (ଏନ୍‌ଏମ୍‌ ବୈଶାଖ): ପାରାଦୀପ ଉପକଣ୍ଠ କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ଅଞ୍ଚଳରେ ଆଜି ଅବକାରୀ ବିଭାଗ ଏବଂ କୁଜଙ୍ଗ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଓ ଚରସ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୫ରୁ ୮ଲକ୍ଷ ଟଙ୍କା ହେବ। ଏଥିସହ କିଛି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ନିଶା କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଚୋରା ବେପାରୀ ଜଣକ ହେଲେ ଷଣ୍ଢପୁର ଅଞ୍ଚଳର ଧର୍ମେନ୍ଦ୍ର ପରିଡ଼ା।

p1ଦୀର୍ଘଦିନ ହେବ କୁଜଙ୍ଗ ଅଞ୍ଚଳରେ ବ୍ୟାପକ ପରିମାଣରେ ବ୍ରାଉନ ସୁଗାର ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ପୂରା ପ୍ରି-ପ୍ଲାନରେ ଚାଲିଥିଲା ଏହି ବେପାର। ବିଭିନ୍ନ ସମୟରେ ପୋଲିସ୍‌ ସୂଚନା ପାଉଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସଫଳ ହେଉ ନ ଥିଲା। ଏପରି ସ୍ଥିତିରେ ଉଭୟ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ଜାଲ ବିଛାଇ ଅଭିଯୁକ୍ତ ଫସିବାକୁ ଅନାଇ ବସିଥିଲେ।

p1ଆଜି ସାଦା ପୋଷାକରେ ଗ୍ରାହକ ସାଜି ନାଶା ବଜାରରେ ପସିଥିଲା ପୋଲିସ। ଆଉ ଜଣକୁ ଧରିବାକୁ ସଫଳ ହେବା ସହ ଲକ୍ଷାଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କଲା। ଏହି ନିଶା କାରବାରର ଚେର ବହୁତ ଲମ୍ବିଥିବା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାରେ ଚାଲିଥିବା ପୋଲିସ ଜାଣିବାକୁ ପାଇଛି। ଶୀଘ୍ର ଏହି ବଡ଼ ମାଛମାନେ ଧରାପଡ଼ିବେ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story