ଜମାକାରୀଙ୍କ ଟଙ୍କା ଚଳୁକରି ଜେଲ୍‌ ଗଲେ ପୋଷ୍ଟମାଷ୍ଟର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଜମାକାରୀଙ୍କ ଟଙ୍କା ହଡପ୍‌ କରିବା ମହଙ୍ଗା ପଡିଲା। ଜେଲ୍‌ ଗଲେ ପୋଷ୍ଟମାଷ୍ଟର। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ। ଲୋଇସିଂହା ଥାନା ବାଦିବାହଲ ପୋଷ୍ଟ ଅଫିସରେ ଆଖପାଖ ଗାଁର ଶତାଧିକ ଲୋକ ବିଭିନ୍ନ ସ୍କିମ୍‌ରେ ଟଙ୍କା ଜମା ରଖିଥିଲେ। କିଏ ଶ୍ରମିକ ତ ପୁଣି କିଏ ଚାଷୀ। ବହୁ କଷ୍ଟରେ ଟଙ୍କା ସଞ୍ଚୟ କରି କିଏ ପଚାଶ ହଜାର ତ ପୁଣି କିଏ ଏକ ଲକ୍ଷ ଟଙ୍କା ଜମା ରଖିଥିଲେ। […]

Postmaster

Postmaster

Manoranjan Sial
  • Published: Monday, 21 June 2021
  • Updated: 21 June 2021, 08:57 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଜମାକାରୀଙ୍କ ଟଙ୍କା ହଡପ୍‌ କରିବା ମହଙ୍ଗା ପଡିଲା। ଜେଲ୍‌ ଗଲେ ପୋଷ୍ଟମାଷ୍ଟର। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ।

ଲୋଇସିଂହା ଥାନା ବାଦିବାହଲ ପୋଷ୍ଟ ଅଫିସରେ ଆଖପାଖ ଗାଁର ଶତାଧିକ ଲୋକ ବିଭିନ୍ନ ସ୍କିମ୍‌ରେ ଟଙ୍କା ଜମା ରଖିଥିଲେ। କିଏ ଶ୍ରମିକ ତ ପୁଣି କିଏ ଚାଷୀ। ବହୁ କଷ୍ଟରେ ଟଙ୍କା ସଞ୍ଚୟ କରି କିଏ ପଚାଶ ହଜାର ତ ପୁଣି କିଏ ଏକ ଲକ୍ଷ ଟଙ୍କା ଜମା ରଖିଥିଲେ। କିନ୍ତୁ ସେମାନେ ଜାଣିନଥିଲେ, ତାଙ୍କ ଟଙ୍କା ଜମା ହେଉନାହିଁ ବୋଲି।

ଗତ ୧୭ ତାରିଖରେ କେତେକ ଗ୍ରାହକ ଟଙ୍କା ଉଠାଇବା ପାଇଁ ପୋଷ୍ଟ ଅଫିସ ଯାଇଥିଲେ। ସେହି ସମୟରେ ସେମାନେ ଜାଣିବାକୁ ପାଇଲେ, ତାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ। ତା’ପରେ ଶତାଧିକ ଆକାଉଣ୍ଟଧାରୀ ପୋଷ୍ଟ ଅଫିସକୁ ଆସି ନିଜର ଆକାଉଣ୍ଟ ବ୍ୟାଲେନ୍ସ ଚେକ୍‌ କରିଥିଲେ। ମାତ୍ର ସମସ୍ତଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ।

ଆକାଉଣ୍ଟରୁ ଟଙ୍କା ଗାଏବ ନେଇ ଜମାକାରୀମାନେ ପୋଷ୍ଟମାଷ୍ଟର ମାଧବାନନ୍ଦ ବାରିକଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର କୌଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲେ। ପରେ ଲୋକମାନେ ପୋଷ୍ଟ ଅଫିସ୍‌ ଭିତରେ ପଶି ତାଙ୍କୁ ତାଲା ଦେଇଥିଲେ। ଏନେଇ ଓଟିଭି ଓ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଥିଲା।

ଗ୍ରାହକଙ୍କଠାରୁ ଅଭିଯୋଗ ପାଇ ଲୋଇସିଂହା ପୁଲିସ ପୋଷ୍ଟମାଷ୍ଟରଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲା। ଅଭିଯୋଗର ସତ୍ୟତା ଥିବା ଜାଣିବା ପରେ ଆଜି ପୋଷ୍ଟମାଷ୍ଟର ମାଧବାନନ୍ଦ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲୋଇସିଂହା ଥାନା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସେପଟେ ଦୋଷୀ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଓ ଟଙ୍କା ଫେରିପାଇବା ଦାବିରେ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଅଭିଯୋଗକାରୀ। ଲୋକଙ୍କଠାରୁ ଟଙ୍କା ନେଇ ଆକାଉଣ୍ଟରେ ଡିପୋଜିଟ୍‌ ନକରି ପୋଷ୍ଟମାଷ୍ଟର ଜଣକ ନିଜ ପକେଟ ଗରମ କରୁଥିଲେ। ଲକ୍ଷାଧିକ ଟଙ୍କା ଅତ୍ମସାତ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story