ଦୁଇ ବିଜେଡି କର୍ମୀ ଗିରଫ

ବାରିପଦା (ମାନିକ ଲାଲ୍ ପାଣି): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ କଳା ପତାକା ଦେଖାଇକୁ ଉଦ୍ୟମ କରିଥିବା ବିଜେପି ଓ ଜେଏମ୍ଏମ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାରେ ଦୁଇ ଜଣ ବିଜେଡି କର୍ମୀଙ୍କୁ ଗିରଫ କରିଛି ପୁଲିସ୍। ସେମାନେ ହେଲେ ଦିବ୍ୟବ୍ରତ ମହାନ୍ତି ଓ ଅଜିତ ପରିଡ଼ା। ଦିବ୍ୟବ୍ରତ ଜଣେ ଛାତ୍ର ନେତା। ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଭିଡିଓ ଫୁଟେଜ୍‌କୁ ଆଧାର କରି ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। […]

Accused

Accused

Jitendra Garnayak
  • Published: Saturday, 23 October 2021
  • Updated: 23 October 2021, 11:45 AM IST

Sports

Latest News

ବାରିପଦା (ମାନିକ ଲାଲ୍ ପାଣି): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ କଳା ପତାକା ଦେଖାଇକୁ ଉଦ୍ୟମ କରିଥିବା ବିଜେପି ଓ ଜେଏମ୍ଏମ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାରେ ଦୁଇ ଜଣ ବିଜେଡି କର୍ମୀଙ୍କୁ ଗିରଫ କରିଛି ପୁଲିସ୍। ସେମାନେ ହେଲେ ଦିବ୍ୟବ୍ରତ ମହାନ୍ତି ଓ ଅଜିତ ପରିଡ଼ା। ଦିବ୍ୟବ୍ରତ ଜଣେ ଛାତ୍ର ନେତା।

ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଭିଡିଓ ଫୁଟେଜ୍‌କୁ ଆଧାର କରି ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେହି ଭିଡିଓ ଫୁଟେଜ୍ ଆଧାରରେ ଆଗକୁ ଆହୁରି କେତେ ଜଣଙ୍କୁ ଗିରଫ କରାଯିବ। ଅନ୍ୟପକ୍ଷରେ ବିଜେଡି କର୍ମୀଙ୍କ ମାଡ଼ରେ ଜଣେ ବିଜେପି ଓ ଜଣେ ଜେଏମ୍ଏମ୍ କର୍ମୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣାରେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା ବେଳେ ବିଜେପି ୨୦ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛି। ସେହିପରି ଜେଏମ୍ଏମ୍ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବିଜେଡି ସମର୍ଥକ ମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହିପରି ଏହି ଘଟଣାରେ ବାରିପଦା ଟାଉନ୍ ଥାନାରେ ମୋଟ ୪ଟି ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇ ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ତା’ ସହିତ ୨୩୦୦କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story