କରୋନା ବେଳେ ମାଛ ଗାଡ଼ିରେ ଚାଲାଣ ହେଉଥିଲେ ବ୍ରାଉନ୍‌ସୁଗର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ବେଳେ ମାଛ ବ୍ୟବସାୟ ନାଁରେ ଚାଲିଥିଲା ବ୍ରାଉନ୍‌ସୁଗର ବ୍ୟବସାୟ। ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୁଲିସ ଓ କୁଇକ୍‌ ଆକ୍‌ସନ୍‌ ଟିମ୍। ଏହି  ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବୋଲି ଜଣାପଡ଼ିଛି। ଏହାର ଜାଲ୍‌ ଜଳେଶ୍ୱରରୁ ଭୁବନେଶ୍ୱରକୁ ଲମ୍ୱିଥିବା ଜଣାପଡ଼ିଛି। ମହାମାରୀ କରୋନା ଗାଡ଼ି ଚଳାଚଳ ଏକଦମ୍‌ ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ଗାଡ଼ି ଗୁଡ଼ିକ ଯିବାଆସିବା କରୁଛି। ଏହା […]

Balasore

Balasore

Manoranjan Sial
  • Published: Monday, 17 May 2021
  • Updated: 17 May 2021, 06:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ବେଳେ ମାଛ ବ୍ୟବସାୟ ନାଁରେ ଚାଲିଥିଲା ବ୍ରାଉନ୍‌ସୁଗର ବ୍ୟବସାୟ। ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୁଲିସ ଓ କୁଇକ୍‌ ଆକ୍‌ସନ୍‌ ଟିମ୍। ଏହି  ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବୋଲି ଜଣାପଡ଼ିଛି। ଏହାର ଜାଲ୍‌ ଜଳେଶ୍ୱରରୁ ଭୁବନେଶ୍ୱରକୁ ଲମ୍ୱିଥିବା ଜଣାପଡ଼ିଛି।

ମହାମାରୀ କରୋନା ଗାଡ଼ି ଚଳାଚଳ ଏକଦମ୍‌ ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ଗାଡ଼ି ଗୁଡ଼ିକ ଯିବାଆସିବା କରୁଛି। ଏହା ସୁଯୋଗ ନେଇ ଜଳେଶ୍ୱର ଅଞ୍ଚଳର ମଦନ କୁମାର ବେହେରା ଓ ଏସ୍‌.କେ ମଞ୍ଜୁଲ୍‌ ମାଛ ଗାଡ଼ିରେ ରାଜଧାନୀ ଭୁବନେଶ୍ୱରକୁ ବ୍ରାଉନ୍‌ସୁଗର ଚାଲାଣ କରୁଥିଲେ।

ମଦନ ଓ ଏସ୍‌.କେ ମଞ୍ଜୁମ ମାଛ ଗାଡ଼ିରେ ବ୍ରାଉନ୍‌ସୁଗର ଧରି ଆସୁଥିଲେ। ଗୁଇନ୍ଦ ସୂତ୍ରରୁ ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଓ କୁଇକ ଆକ୍ସନ ଟିମ ହାଇଟେକ୍‌ ମେଡିକାଲ୍‌ ଛକରେ ଛପି ରହିଥିଲା। ମାଛ ଗାଡ଼ି ଆସିବା କ୍ଷଣୀ ଯାଞ୍ଚ କରିଥିଲେ। ଯେଉଁଥିରୁ ୫୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହି ମାମଲାରେ ପୁଲିସ ମଦନ କୁମାର ବେହେରା ଓ ଏସ୍‌.କେ ମଞ୍ଜୁଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ଦୁଇ ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ଆଉ ସମୟ ସୁବିଧା ଦେଖି ସେମାନଙ୍କୁ ବ୍ରାଉନ୍‌ସୁଗର ଯୋଗାଉଥିଲେ। ନିଶାସକ୍ତ ହେବା ପରେ ଯୁବକମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟ ଘଟାଉଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story